ଲେଖକ » ତନ୍ମୟ ଗୁଇଁ

AUTHOR PROFILE OF ତନ୍ମୟ ଗୁଇଁ

ସହ-ସମ୍ପାଦକ
ଭାରତୀୟ ଜନ ସଞ୍ଚାର ସଂସ୍ଥାନରୁ ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମାରେ ଉତ୍ତୀର୍ଣ୍ଣ । ରାଜନୀତି, ଅପରାଧ ଓ ଉନ୍ନୟନ ମୂଳକ ସାମ୍ବାଦିକତା କ୍ଷେତ୍ରରେ ରୁଚି ରଖେ । ଅଧୁନା ଓ୍ୱାନଇଣ୍ଡିଆ ଓଡ଼ିଆ ପୋର୍ଟାଲରେ ସହ-ସମ୍ପାଦକ ଭାବେ କାର୍ଯ୍ୟରତ । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା କାର୍ଯ୍ୟକାରୀ ଜାତୀୟ ଗ୍ରାମୀଣ ଜୀବିକା ମିଶନ ପ୍ରକଳ୍ପର ଓଡ଼ିଶା ଜୀବିକା ମିଶନର ଯୋଗାଯୋଗ(Communication) କ୍ଷେତ୍ରେ Young Professional ଭାବେ 3ବର୍ଷର ଅଭିଜ୍ଞତା ହାସଲ କରିଛି ।

Latest Stories of ତନ୍ମୟ ଗୁଇଁ