• search
ଲେଖକ

Author Profiles

ତନ୍ମୟ ଗୁଇଁ
ସହ-ସମ୍ପାଦକ
ଭାରତୀୟ ଜନ ସଞ୍ଚାର ସଂସ୍ଥାନରୁ ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମାରେ ଉତ୍ତୀର୍ଣ୍ଣ । ରାଜନୀତି, ଅପରାଧ ଓ ଉନ୍ନୟନ ମୂଳକ ସାମ୍ବାଦିକତା କ୍ଷେତ୍ରରେ ରୁଚି ରଖେ । ଅଧୁନା ଓ୍ୱାନଇଣ୍ଡିଆ ଓଡ଼ିଆ ପୋର୍ଟାଲରେ ସହ-ସମ୍ପାଦକ ଭାବେ କାର୍ଯ୍ୟରତ । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ୱାରା କାର୍ଯ୍ୟକାରୀ ଜାତୀୟ ଗ୍ରାମୀଣ ଜୀବିକା ମିଶନ ପ୍ରକଳ୍ପର ଓଡ଼ିଶା ଜୀବିକା ମିଶନର ଯୋଗାଯୋଗ(Communication) କ୍ଷେତ୍ରେ Young Professional ଭାବେ 3ବର୍ଷର ଅଭିଜ୍ଞତା ହାସଲ କରିଛି ।
ପ୍ରବୀର ଶତପଥି
ସହ-ସମ୍ପାଦକ, ୱାନ-ଇଣ୍ଡିଆ ଓଡିଆ
କ୍ରୀଡା ଓ କ୍ରୀଡା ଖବରକୁ ଭଲ ପାଉଥିବା ମଣିଷଟେ । କ୍ରିକେଟ ପାଇଁ ଅହେତୁକ ଦୁର୍ବଳତା । ଓଡିଶା ସ୍ପୋର୍ଟ୍ସ ଜର୍ଣ୍ଣାଲିଜିମର ବିକ୍ରାନ୍ତ ଗୁପ୍ତା ହେବା ପାଇଁ ଲକ୍ଷ୍ୟ । Associated with ETV BHARAT as Sports Writer since 2018. Masters From Ravenshaw University.
ବିଶ୍ୱଜିତ୍ ପଟ୍ଟନାୟକ
Team Leader
ଭାରତୀ ଜନ ସଂଚାର ସଂସ୍ଥାନ (ଆଇଆଇଏମସି)ରୁ ଉତ୍ତୀର୍ଣ୍ଣ । ନିତିଦିନ ଖବର କାଗଜରେ ସାଢେ ତିନି ବର୍ଷ ଓ କନକ ନ୍ୟୁଜରେ ଅଢେଇ ବର୍ଷର ରିପୋର୍ଟିଂ ଅଭିଜ୍ଞତା । I have completed my journalism from IIMC. As an working journalist i have 3.6 yrs experience in Nitidin Odia Daily Newspaper and 2.6 yrs. experience in Kanak News as a Reporter.