Get Updates
Get notified of breaking news, exclusive insights, and must-see stories!

ପୁଣି ବଦଳିଲା ସ୍କୁଲ ସମୟ, ସକାଳ ସାଢଏ 6 ରୁ 10.30 ପାଠପଢା

Morning School Time: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ଖରାରେ ଆଉଟୁପାଉଟି ହେଉଛନ୍ତି ରାଜ୍ୟବାସୀ । ସକାଳ 8 ଟା ପରେ ବାହାରକୁ ବାହାରକିବା ବି ମୁସ୍କିଲ ହୋଇପଡ଼ୁଛି । ଏହାକୁ ଦୃଷ୍ଟି ରଖି ସ୍କୁଲ ସମୟରେ ପୁଣି ପରିବର୍ତ୍ତନ କରାଯାଇଛି ।

school

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ୍ ସମୟରେ ପରିବର୍ତ୍ତନ କରାଯାଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସାଢ଼େ 6 ଟାରୁ ପାଠପଢ଼ା ଆରମ୍ଭ କରି ସାଢ଼େ 10 ଟାରେ ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି ।.

ଗତକାଲି ଭୁବନେଶ୍ୱରରେ ପୂର୍ବାହିନ ସାଢ଼େ 11 ବେଳକୁ ପାରଦ 40 ଛୁଇଁଥିଲା । ଏହା ପରେ ଦିନରେ ତାପମାତ୍ରା 44 ପାଖାପାଖି ପହଞ୍ଚିଥିଲା । ଏସିଆର 10ଟି ଉତ୍ତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଥିଲା ଭୁବନେଶ୍ୱର । ଏହାକୁ ଦୃଷ୍ଟିରେ ରଖି ସମୟରେ ପରିବର୍ତ୍ତନ କରାଯାଇଛି । ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗ ପକ୍ଷରୁ ପାଠପଢ଼ା ସମୟ ସକାଳ 7 ଟାରୁ ସାଢ଼େ 11ଟା ପର୍ଯ୍ୟନ୍ତ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+