Get Updates
Get notified of breaking news, exclusive insights, and must-see stories!

ରାଜ୍ୟସଭାର 6 ଆସନରେ ଉପ-ନିର୍ବାଚନ ତାରିଖ ଘୋଷଣା, ଅକ୍ଟୋବର 4 ରେ ମତଦାନ

ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ ରାଜ୍ୟସଭାରେ ଗୋଟିଏ ସିଟ୍ ଏବଂ ତାମିଲନାଡୁର ଦୁଇଟି ସିଟ୍ ଖାଲି ଅଛି । ଏହା ବ୍ୟତୀତ ଅକ୍ଟୋବର 4 ରେ ବିହାର ବିଧାନ ପରିଷଦର ଗୋଟିଏ ଆସନରେ ଉପ-ନିର୍ବାଚନ ଅଧୀନରେ ଭୋଟ୍ ଗ୍ରହଣ ହେବ ।

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ତାମିଲନାଡୁରେ ଖାଲିଥିବା ରାଜ୍ୟସଭା ଆସନରେ ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି । ଏହି ରାଜ୍ୟଗୁଡିକରେ ଆସନ୍ତା ଅକ୍ଟୋବର 4 ରେ ରାଜ୍ୟସଭାର ମୋଟ 6 ଟି ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।

rajya sabha by poll

ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗ, ଆସାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ ରାଜ୍ୟସଭାରେ ଗୋଟିଏ ସିଟ୍ ଏବଂ ତାମିଲନାଡୁର ଦୁଇଟି ସିଟ୍ ଖାଲି ଅଛି । ଏହା ବ୍ୟତୀତ ଅକ୍ଟୋବର 4 ରେ ବିହାର ବିଧାନ ପରିଷଦର ଗୋଟିଏ ଆସନରେ ଉପ-ନିର୍ବାଚନ ଅଧୀନରେ ଭୋଟ୍ ଗ୍ରହଣ ହେବ ।

ଏହା ବ୍ୟତୀତ ପୁଡୁଚେରୀର ଏକ ରାଜ୍ୟସଭା ଆସନ ପାଇଁ ମଧ୍ୟ ଅକ୍ଟୋବର 4 ରେ ମତଦାନ କରାଯିବ । ରାଜ୍ୟସଭାର ଏହି ଆସନ ବିଦାୟୀ ସାଂସଦ ଏନ ଗୋକୁଲକ୍ରିଷ୍ଣାଙ୍କ ଅବସର ପରେ ଖାଲି ପଡିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+