ଜିତିଲେ ଆରଜି କର ପୀଡ଼ିତାଙ୍କ ମା’

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପାନିହାଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବହୁ ଚର୍ଚ୍ଚିତ ଆରଜି କର ପୀଡିତାଙ୍କ ମା' ରତ୍ନା ଦେବନାଥ ବିଜୟୀ ହୋଇଛନ୍ତି। ରତ୍ନା ବିଜେପି ଟିକଟରେ ନିର୍ବାଚନ ଲଢୁଥିଲେ। ୨୦୨୪ ଅଗଷ୍ଟରେ ରତ୍ନାଙ୍କ ଡାକ୍ତରାଣୀ ଝିଅକୁ ଆରଜି କର ମେଡିକାଲ ପରିସରରେ ବଳାତ୍କାର ଓ ହତ୍ୟା କରାଯାଇଥିଲା। ରତ୍ନାଙ୍କ ଝିଅ ଉକ୍ତ ମେଡିକାଲ କଲେଜର ପିଜି ଛାତ୍ରୀ ଥିଲେ। ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାନିହାଟିରେ ରାଲି କରିବା ପୂର୍ବକ ରତ୍ନାଙ୍କ ପାଇ ଭୋଟ ମାଗିଥିଲେ।

victim s mother
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+