ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ହତ୍ୟା

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା। ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳିମାଡ। ଗୁଳିମାଡରେ ଚନ୍ଦ୍ରନାଥ ରଥ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା। ପଶ୍ଚିମବଙ୍ଗର ମଧ୍ୟମଗ୍ରାମରେ ଦୋହାରିଆରେ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଉପରେ ଗୁଳି ଚାଳନା କରାଯାଇଛି। ଚନ୍ଦ୍ରନାଥ ରଥଙ୍କ ମୁଣ୍ତକୁ ୪ରାଉଣ୍ତ ଗୁଳିମାଡ କରାଯାଇଛି। ତାଙ୍କୁ ଅତି ନିକଟରୁ ଗୁଳି କରାଯାଇଥିବା ସୂଚନା। ଘଟଣା ସ୍ଥଳରେ ମଧ୍ୟମଗ୍ରାମ ଏବଂ ବିମାନବନ୍ଦର ପୋଲିସ ଷ୍ଟେସନର ପୁଲିସ ପହଞ୍ଚିଛି। ନିର୍ବାଚନ ସମୟରେ ଚନ୍ଦ୍ରନାଥ ରଥ ଶୁଭେନ୍ଦୁ ଅଧିକାରୀଙ୍କ ସହିତ ପାଖେ ପାଖେ ରହୁଥିଲେ। ରାତିରେ ଘରକୁ ଫେରୁଥିବା ସମୟରେ, ଉତ୍ତର ୨୪ପରଗନାର ମଧ୍ୟମଗ୍ରାମ ନିକଟରେ ଏକ ବିରିଆନି ଦୋକାନ ସମ୍ମୁଖରେ କାରଟି ଅଟକି ଯାଇଥିଲା। ଚନ୍ଦ୍ରନାଥ ରଥ କାର ଡ୍ରାଇଭରଙ୍କ ପାଖରେ ସିଟରେ ବସିଥିଲେ। ଅଭିଯୁକ୍ତମାନେ ଚନ୍ଦ୍ରନାଥ ରଥଙ୍କ ଉପରେ ବହୁତ ନିକଟରୁ ଗୁଳି ଚଳାଇଥିଲେ। ଚନ୍ଦ୍ରନାଥ ରଥଙ୍କ ଶରୀରରେ ଅତି କମରେ ୪ ଗୁଳି ବାଜିଥିବା ଜଣାପଡ଼ିଛି। କାର ଡ୍ରାଇଭରଙ୍କୁ ମଧ୍ୟ ଗୁଳି ବାଜିଥିବା ଜଣାପଡ଼ିଛି।

Shubhendu
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+