ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ରାଜ୍ୟରେ ଆଗକୁ ବନ୍ଦ ହେବ ଭୂ-ଦାନ ଆଇନ । ରାଜ୍ୟରେ ହଟିବ ଜମିଦାରୀ ପ୍ରଥା । ଜମିଦାରୀ ଉଛେଦ ଆଇନ ୬୦ ଦଶକରେ ଆରମ୍ଭ ହୋଇଥିଲା । ଜମିଦାରୀ ପ୍ରଥା ଉଠିଲେ ବି ସରକାରଙ୍କ ପାଖରେ ରହିବ ତଥ୍ୟ। ସାଲାମୀ ପ୍ରଦାନ କରିବେ । ସବୁ ଗଡ଼ ଜାତ ଅଂଚଳରେ ଏଭଳି କେଶ ପଡ଼ିକି ଅଛି । ପଟ୍ଟା ପାଇଲା ପରେ ସାଲାମୀ ଦେଉନାହାନ୍ତି, ଆଉ ରାଜସ୍ବ ବିଭାଗ କ୍ଷତି ସହୁଛି । ଯେତେ ଏଭଳି ସମସ୍ୟା ଅଛି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।













Click it and Unblock the Notifications