ପଶ୍ଚିମବଙ୍ଗ ଉପ-ନିର୍ବାଚନ : ଭବାନୀପୁରରେ ମମତାଙ୍କୁ ଚ୍ୟାଲେଞ୍ଜ କରିବେ ସିପିଆଇ ପ୍ରାର୍ଥୀ ଶ୍ରୀଜୀବ ବିଶ୍ୱାସ
ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ସିପିଆଇ (ଏମ୍) ଶ୍ରୀଜୀବ ବିଶ୍ୱାସଙ୍କୁ ପ୍ରାର୍ଥୀ କରଛି । କଲିକତା ଜିଲ୍ଲା କମିଟି ଦ୍ୱାରା ତାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା ।
କୋଲକାତା : ପଶ୍ଚିମବଙ୍ଗର ଭବାନୀପୁର ଆସନରେ ମମତା ବାନାର୍ଜୀଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ସିପିଆଇ (ଏମ୍) ଶ୍ରୀଜୀବ ବିଶ୍ୱାସଙ୍କୁ ପ୍ରାର୍ଥୀ କରଛି । କଲିକତା ଜିଲ୍ଲା କମିଟି ଦ୍ୱାରା ତାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା । ବୁଧବାର ରାଜ୍ୟ ସଚିବାଳୟ ବୈଠକରେ ତାଙ୍କ ନାମରେ ସମସ୍ତ ବରିଷ୍ଠ ନେତା ଏକମତ ହୋଇଥିଲେ । ଯେତେବେଳେ କି ବିଜେପି ଏପର୍ଯ୍ୟନ୍ତ ଭବନପୁର ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ । ଏଥି ସହିତ ମହମ୍ମଦ ମୋଦସର ହୁସେନଙ୍କୁ ସମସେରଗଞ୍ଜ ଆସନରୁ ପ୍ରାର୍ଥୀ କରାଯାଇଛି ।

ସେପ୍ଟେମ୍ବର 30 ରେ ହେବାକୁ ଥିବା ପଶ୍ଚିମବଙ୍ଗ ଉପ ନିର୍ବାଚନରେ ଭଭାନୀପୁର ଆସନ ଉପରେ ରହିଛି ସମସ୍ତଙ୍କ ନଜର । ନନ୍ଦିଗ୍ରାମରୁ ହାରିବା ପରେ ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ତାଙ୍କ ଚିରାଚରିତ ଆସନ ଭବାନୀପୁରରୁ ନାମାଙ୍କନ ଭରିବେ ବୋଲି ଘୋଷଣା କରିସାରିଛନ୍ତି । ଏହି ଆସନରେ ମମତାଙ୍କୁ ଚ୍ୟାଲେଞ୍ଜ କରିବା ପାଇଁ ବିଜେପି ଜଣେ ଦୃଢ ନେତା ଖୋଜୁଥିବା ବେଳେ କଂଗ୍ରେସର ଏହି ଆସନରୁ ପ୍ରାର୍ଥୀ ଦେବ ନାହିଁ ବୋଲି ପ୍ରକାଶ କରିସାରିଛି ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications