ଭାରତ-ପାକ ମ୍ଯାଚକୁ ବିରୋଧ କଲେ ଓବେସି

ନୂଆଦିଲ୍ଲୀ: ଟି20 ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚକୁ ବିରୋଧ ଆରମ୍ଭ ହୋଇଛି । କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ, ତାରକିଶୋର ପ୍ରସାଦଙ୍କ ପରେ ଏବେ ଏଆଇଏମଆଇଏମ ସଭାପତି ଅସଦଉଦ୍ଦିନ ଓୱାଇସି ଏହାକୁ ବିରୋଧ କରିଛନ୍ତି । ଜମ୍ମୁ-କଶ୍ମୀରରେ ୯ ଯବାନ ନିହତ ହେଲେଣି, ଅନ୍ୟ ରାଜ୍ୟର ନିରୀହ ଲୋକମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ଆଉ ଏ ସମୟରେ ଆମେ ଭାରତ-ପାକ ଟି20 ମ୍ୟାଚ ଦେଖିବୁ ବୋଲି ସେ କହିଛନ୍ତି ।

T20 Owaisi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଏ ନେଇ କଡା ସମାଲୋଚନା କରିଛନ୍ତି । ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଏବଂ ଲଦାଖରେ ଚୀନର ଅନୁପ୍ରବେଶ ନେଇ ମଧ୍ୟ ସେ ସରକାରଙ୍କୁ ଘେରିଛନ୍ତି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଚଳିତ ମାସ ୨୪ରେ ଭାରତ-ପାକ ମଧ୍ୟରେ ମ୍ୟାଚ ଖେଳାଯିବା କାର୍ଯ୍ୟକ୍ରମ ରହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+