ଜେପି-ଟିଏମସି କଡ୍ଡା ଟକ୍କର ; ସକାଳ ୯ଟା ସୁଦ୍ଧା ପଶ୍ଚିମବଙ୍ଗରେ ୧୮.୭୬ % ମତଦାନ, ତାମିଲନାଡୁରେ ୧୭.୬୯ % ମତଦାନ
ଭୋଟ୍ ଦେଉଛି ପଶ୍ଚିମବଙ୍ଗ, ତାମିଲନାଡୁ। ସକାଳ ୯ଟା ସୁଦ୍ଧା ପଶ୍ଚିମବଙ୍ଗରେ ୧୮.୭୬ % ମତଦାନ, ତାମିଲନାଡୁରେ ୧୭.୬୯ % ମତଦାନ ରେକର୍ଡ ହୋଇଛି।
ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି। ଯାହା ୧୫୨ଟି ଆସନକୁ କଭର କରୁଛି। ଏଥିପାଇଁ ସମଗ୍ର ରାଜ୍ୟରେ ପୁଲିସ ଛାଉଣୀ କରାଯାଇଛି। ପୁଲିସ ସହିତ ସହିତ ସିଆରପିଏଫ ଏବଂ ସାମରିକ ବାହିନୀ ପ୍ରତ୍ୟେକ କୋଣ ଅନୁକୋଣ ଉପରେ ସତର୍କ ନଜର ରଖିଛନ୍ତି। ପ୍ରାଥମିକ ପ୍ରତିଯୋଗିତାରେ ବିଜେପି ଏବଂ ଟିଏମସି ମଧ୍ୟରେ କଡ୍ଡା ଟକ୍କର ଦେଖାଯାଇଛି। ସକାଳ ୯:୦୦ ସୁଦ୍ଧା, ପଶ୍ଚିମବଙ୍ଗଳରେ ଭୋଟରଙ୍କ ହାର ୧୮.୭୬ ପ୍ରତିଶତ ରହିଛି।













Click it and Unblock the Notifications