ବିଜେପିରେ ମିଶିଲେ ରାଘବ ଚଢ଼ାଙ୍କ ସହ ୩ ସାଂସଦ
ଆପରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗଦେଲେ ସାଂସଦ ରାଘବ ଚଢ଼ାଙ୍କ ସହ ୨ସାଂସଦ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ସାମିଲ ହେଲେ।

ଆପରୁ ଇସ୍ତଫା ଦେବାପରେ ରାଘବ ଚଢ଼ାଙ୍କ ସହ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଭାରତୀୟ ଜନତା ପାର୍ଟିରେ ମିଶିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଦଳ ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ୩ ସାଂସଦ ଯୋଗ ଦେଇଛନ୍ତି।
ମିଶ୍ରଣ ସମୟରେ ନିତିନ ନବୀନ ୩ ସାଂସଦଙ୍କୁ ଲଡୁ ଖୁଆଇ ସ୍ୱାଗତ କରିଛନ୍ତି।












Click it and Unblock the Notifications