ସିଲ୍ ହେଲା ସିଲିକନ୍ ଇଞ୍ଜିନିୟରିଂ କଲେଜ

କ୍ୟାମ୍ପସ ପରିସରରେ କୋଭିଡ କଟକଣା ଉଲଂଘନ ହେବାରୁ ସିଲ୍ ହେଲା ସିଲିକନ୍ ଇଞ୍ଜିନିୟରିଂ କଲେଜ ।

ଭୁବନେଶ୍ବର: କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲ୍ ହେଲା ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନ । କ୍ୟାମ୍ପସ ପରିସରରେ କୋଭିଡ କଟକଣା ଉଲଂଘନ ହେବାରୁ ସିଲ୍ ହେଲା ସିଲିକନ୍ ଇଞ୍ଜିନିୟରିଂ କଲେଜ ।

Silicon Engineering College

ପରବର୍ତ୍ତୀ ନିର୍ଦ୍ଦେଶନାମା ସମ୍ପୃକ୍ତ କଲେଜ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଶିକ୍ଷାନୁଷ୍ଠାନକୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏ ନେଇ ସନ୍ତୋଷଜନକ ଉତ୍ତର ରଖିପାରିଲେନି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+