Get Updates
Get notified of breaking news, exclusive insights, and must-see stories!

କରୋନା କବଳରେ ସମ୍ମୁଖ ଯୋଦ୍ଧା : ଟ୍ୱିନସିଟିରେ 210 ପୁଲିସ ସଂକ୍ରମିତ

କମିଶନରେଟ୍ ପୋଲିସରେ ପଶିଛି କରୋନା। ଭୁବନେଶ୍ୱର ଓ କଟକରୁ 210ରୁ ଅଧିକ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି

ଭୁବନେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ହେବାରେ ଲାଗିଛି। ପୂର୍ବରୁ ସାମ୍ବାଦିକ, ଆଇନଜୀବୀ, ଅଭିନେତା, ରାଜନେତା ଓ କ୍ରୀଡ଼ାବିତମାନେ କରୋନାରେ ହେଉଥିବାବେଳେ ଏବେ କମିଶନରେଟ୍ ପୋଲିସରେ ପଶିଛି କରୋନା। ଭୁବନେଶ୍ୱର ଓ କଟକରୁ 210ରୁ ଅଧିକ ପୋଲିସ କର୍ମୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ 63 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ପୁଲିସ କମିଶନର
ତେବେ ଆକ୍ରାନ୍ତଙ୍କ ମଧ୍ୟରେ 14 ଜଣ ଅଫିସର ଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । କୋଭିଡ୍ ଯୋଦ୍ଧାମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେହିପରି ଅଗ୍ନିଶମ ବିଭାଗର 71 ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ସେପଟେ ଝାରସୁଗୁଡ଼ା ଉପକାରାଗାରାରେ 68 ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+