ଜୁନ ୧ ରେ କେରଳ ଛୁଇଁବ ମୌସୁମୀ

ଜୁନ ମାସରେ ଆସୁଛି ମୌସୁମୀ ବାୟୁ । ଜୁନ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ନୂଆଦିଲ୍ଲୀ: ଜୁନ ମାସରେ ଆସୁଛି ମୌସୁମୀ ବାୟୁ । ଜୁନ ୧ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ବିଭାଗ କହିଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ କେରଳ ଛୁଇଁବ। କେରଳ ଉପରେ ମୌସୁମୀ ଆରମ୍ଭ ହେବାର ସାଧାରଣ ତାରିଖ ହେଉଛି ଜୁନ୍ ୧। ଦେଶର ବାର୍ଷିକ ୭୦% ବର୍ଷା ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ କରାଯାଏ।

monsoon

ଚଳିତ ବର୍ଷ ଜୁନରେ ମୌସୁମୀ କରେଳ ଛୁଇଁବାକୁ ଥିବାବେଳେ କୋଭିଡ ସମୟରେ ସତର୍କ ରହିବାକୁ ମଧ୍ୟ କୁହାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଧ୍ୟ ଏନେଇ ସୂଚନା ଦେଇଛି । ମେ ୧୫ରେ ପାଣିପାଗ ବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯିବ ବୋଲି କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+