ରାଜଧାନୀରେ ମିଳିବ ମୋ ଖତ’

ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଭୁବନେଶ୍ୱର: ଏଣିକି ରାଜଧାନୀ ଭୁବନେଶ୍ୱରରେ ମିଳିବମୋ ଖତ' । ଜୈବିକ ସାର 'ମୋ ଖତ' ବିକ୍ରୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

Mo Khata

ଭୁବନେଶ୍ବର ମହାମଗର ନିଗମ(ବିଏମସି)ର ପରିମଳରୁ 'ମୋ ଖତ' ପ୍ରସ୍ତୁତ ହେଉଛି । ଭୁବନେଶ୍ବରର ୮ଟି ଏମସିସିରୁ ବାହାରୁଛି ଜୈବିକ ସାର । ୫ କିଲୋଗ୍ରାମ ପାଇଁ ୧୨୫ ଟଙ୍କା ଦର ଧାର୍ଯ୍ୟ କରିଛି ବିଏମ୍‌ସି । ସେହିପରି 20 କେଜି ପାଇଁ 445 ଟଙ୍କା ଧାର୍ଯ୍ୟ କରାଯାଇଛି । ଅନ୍‌ଲାଇନ୍‌ରେ ବି ଖତ ମିଳିବ ବୋଲି ସୂଚନା ଦିଆଯାଇଛି । 781-504-2331 ନମ୍ବରରେ ଫୋନ କଲେ ଘରେ ପହଁଚିଯିବ ଏହି ଖତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+