ସିଲ୍ ହେଲା ଭୁବନେଶ୍ୱର କୋର୍ଟ, ଆଇନଜୀବୀ ପଜିଟିଭ ଚିହ୍ନଟ ପରେ ବିଏମସିର ନିଷ୍ପତି

ଭୁବନେଶ୍ୱର ସ୍ଥିତ ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି।

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୁଡିସିଆଲ କମ୍ଲେକ୍ସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସିଲ୍ ହୋଇଛି ଭୁବନେଶ୍ୱରର କୋର୍ଟ । ବିଏମସି ପକ୍ଷରୁ କୋର୍ଟ ପରିସରକୁ ୭ଦିନ ପାଇଁ ସିଲ୍ କରାଯାଇଛି।

Bhubaneswar court

ସୂଚନା ଅନୁଯାୟୀ କୋର୍ଟ ଆଜିଠୁ ଆସନ୍ତା ମେ' ୫ ତାରିଖ ଯାଏଁ ବନ୍ଦ ରହିବ । ୪୦ ଜଣ ଆଇନଜୀବୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି ।

ବିଜ୍ଞପ୍ତି ଅନୁଯାୟୀ, ଜୁଡିସିଆଲ କମ୍ଲେକ୍ସ ଅଧିକାରୀ କରୋନା କଟକଣାକୁ କଡାକଡି କରିବେ ଏବଂ ତୁରନ୍ତ କୋର୍ଟ ପରିସରକୁ ସାନିଟାଇଜ୍ କରାଯିବ। ବିଏମସି କର୍ମଚାରୀଙ୍କ ବ୍ୟତୀତ ସିଲ୍ ଅବଧି ମଧ୍ୟରେ ଅନ୍ୟ କାହାକୁ କମ୍ଲେକ୍ସ ପରିସରରେ ପ୍ରବେଶ ଅନୁମତି ଦିଆଯିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+