ପ୍ରଥମ ଡୋଜ ପରେ ଦ୍ୱିତୀୟ ପାଇଁ କେତେଦିନ ରହିବ ଅନ୍ତର ? କୋଭିସିଲ୍ଡ ପାଇଁ ଜାରି ହେଲା ସାନି ଗାଇଡଲାଇନ୍
କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇଥିଲା । ତେବେ ଏନେଇ ସାନି ଗାଇଡଲାଇନ୍ ଜାରି କରାଯାଇଛି
ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି କରାଯାଇଥିଲା । ତେବେ ଏନେଇ ସାନି ଗାଇଡଲାଇନ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ସିଡିଏମଓ ମାନଙ୍କୁ ଗାଇଡଲାଇନ୍ ସମ୍ପର୍କରେ ଚିଠି କରାଯାଇଛି । ଚିଠିରେ ଉଲ୍ଲେଖ ରହିଛି ଯେ, ପ୍ରଥମ ଡୋଜ୍ ନେବାର ଅନ୍ୟୁନ 84 ଦିନ ହୋଇ ନଥିଲେ 2ୟ ଡୋଜ୍ ନେଇ ପାରିବେ ନାହିଁ ।













Click it and Unblock the Notifications