Get Updates
Get notified of breaking news, exclusive insights, and must-see stories!

ଗ୍ୟାଙ୍ଗଷ୍ଟାର ହାଇଦର୍ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

ଗ୍ୟାଙ୍ଗଷ୍ଟାର ହାଇଦର୍ ମାମଲାରେ ମଙ୍ଗଳବାର ଆଉ ୨ ଜଣ ଗିରଫ ହୋଇଛନ୍ତି। ଏଥିରେ କନେଷ୍ଟବଲ ମହମ୍ମଦ ମୌସିମ ସମେତ ୨ ଜଣ ଗିରଫ ହୋଇଛନ୍ତି।

କଟକ: ଗ୍ୟାଙ୍ଗଷ୍ଟାର ହାଇଦର୍ ମାମଲାରେ ମଙ୍ଗଳବାର ଆଉ ୨ ଜଣ ଗିରଫ ହୋଇଛନ୍ତି। ଏଥିରେ କନେଷ୍ଟବଲ ମହମ୍ମଦ ମୌସିମ ସମେତ ୨ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ମୌସିମ୍ ବ୍ୟତୀତ ସମ୍ବଲପୁର ଜେଲ୍ ର ଜଣେ ୱାର୍ଡର ଗିରଫ ହୋଇଛନ୍ତି। ଏମାନଙ୍କୁ ମଙ୍ଗଳବାର କଟକ ମଙ୍ଗଳାବାଗ ଥାନା ପୋଲିସ୍ ଗିରଫ କରିଛି।

gangster haider escaped

ହାଇଦର୍ ଫେରାର୍ ହୋଇଥିବା ଦିନ ଏହି ଦୁଇ ଜଣ ଡ୍ୟୁଟିରେ ଥିଲେ। ଖାଲି ସେତିକି ନୁହେଁ ମେଡିକାଲରେ ହାଇଦରକୁ ପହରା ଦେବା ଦାୟିତ୍ୱରେ ଥିବା ୬ ପୋଲିସ୍ ଅଫିସର୍ ନିଲମ୍ବିତ ହୋଇଥିବା ସୂଚନା ମିଳିଛି। ହାଇଦରକୁ ସହଯୋଗ କରିବା ଅଭିଯୋଗରେ ଉକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ ଏବଂ ଦାୟିତ୍ୱରେ ଖିଲାପ କରିଥିବା ଯୋଗୁଁ ୬ ଜଣ ଅଫିସରଙ୍କୁ ନିଲମ୍ବିତ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+