ବଢିବ ତାତି, ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ତାପମାତ୍ରା ବୃଦ୍ଧି

ଭୁବନେଶ୍ୱର : ଚଳିତ ମାସ ଆରମ୍ଭରୁ ତାପମାତ୍ରା ବଝିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ବର୍ତ୍ତମାନ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ହେଉଥିବା ବେଳେ ଆଗାମୀ 5 ଦିନରେ ଏଥିରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

weather

ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦେଶର ତାପମାତ୍ରା 2 ରୁ 4 ଡିଗ୍ରୀ ସେଲସିୟସ ବୃଦ୍ଧି ପାଇପାରେ । ଏହି ତାପମାତ୍ରା ବୃଦ୍ଧି ଭାରତର ଅଧିକାଂଶ ରାଜ୍ୟରେ ଅନୁଭୂତ ହେବ । ଏପରିକି କେତେକ ରାଜ୍ୟରେ ପ୍ରବଳ ପବନ ଏବଂ ବଜ୍ରପାତ ହେବାର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରାଯାଇଛି ।

ଆଇଏମଡି ପୂର୍ବାନୁମାନ ଅନୁଯାୟୀ ମଧ୍ୟପ୍ରଦେଶ, ଓଡିଶା, ମହାରାଷ୍ଟ୍ର ଏବଂ ଛତିଶଗଡରେ ତାତି ବଢିବ । ଏହା ସହିତ ବଜ୍ରପାତ ଏବଂ ପ୍ରବଳ ପବନର ପୂର୍ବାନୁମାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+