Get Updates
Get notified of breaking news, exclusive insights, and must-see stories!

ପରଲୋକରେ ଓଡ଼ିଆ ସାହିତ୍ୟର ମଉଡମଣୀ ମନୋଜ ଦାସ

ଓଡ଼ିଆ ସାହିତ୍ୟ ଜଗତର ମଉଡମଣୀ ମନୋଜ ଦାସ ଆଉ ନାହାନ୍ତି । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରୋଲୋକ ହୋଇଛି

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ମଉଡମଣୀ ମନୋଜ ଦାସ ଆଉ ନାହାନ୍ତି । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରୋଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା । ମନୋଜ ଦାସଙ୍କ ଦେହାନ୍ତ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଥିବା ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ମନୋଜ ଦାସ

ଗତ ବର୍ଷ ସେପ୍ଟେମ୍ବରରେ ସ୍ୱର୍ଗତ ଦାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଗତ ବର୍ଷ ଡିସେମ୍ବରରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ବିଶେଷଜ୍ଞଙ୍କ ହସ୍ତକ୍ଷେପ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା । 2001 ରେ ପଦ୍ମଶ୍ରୀ ଏବଂ 2020 ରେ ପଦ୍ମ ଭୂଷଣରେ ମନୋଜ ଦାସଙ୍କୁ ସମ୍ମାନିତ କରାଯାଇଥିଲା । ଅନେକ କ୍ଷୁଦ୍ରଗଳ୍ପ, ଉପନ୍ୟାସ ଏବଂ କବିତାର ସ୍ରଷ୍ଟା ଥିଲେ ମନୋଜ ଦାସ । ସେ ତାଙ୍କ ଜୀବନରେ ଅନେକ ପତ୍ରିକା ମଧ୍ୟ ସମ୍ପାଦନା କରିଥିଲେ । ଏହା ବ୍ୟତୀତ ସେ ଜଣେ ସଫଳ ଚିତ୍ରକର ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+