ସାଧାରଣ ପରିବହନରେ ବ୍ୟବହାର ପାଇଁ ଯାତ୍ରା କାର୍ଡ ଯୋଜନା

ଦେଶର ସମସ୍ତ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଯାନବାହାନରେ ବ୍ୟବହୃତ ହେବାକୁ ଥିବା ଜାତୀୟ ଜନସାଧାରଣ ପରିବହନ କାର୍ଡ (NPTC)କୁ ସରକାର ବିସ୍ତାର କରିବାକୁ ପ୍ରସ୍ତୁତି କରୁଛନ୍ତି । ଏନେଇ କେନ୍ଦ୍ର ସରକାର ଯାତ୍ରା କାର୍ଡ ଯୋଜନା ଆରମ୍ଭ କରିଛନ୍ତି ।

ନୂଆଦିଲ୍ଲୀ : ଦେଶର ସମସ୍ତ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଯାନବାହାନରେ ବ୍ୟବହୃତ ହେବାକୁ ଥିବା ଜାତୀୟ ଜନସାଧାରଣ ପରିବହନ କାର୍ଡ (NPTC)କୁ ସରକାର ବିସ୍ତାର କରିବାକୁ ପ୍ରସ୍ତୁତି କରୁଛନ୍ତି । ଏନେଇ କେନ୍ଦ୍ର ସରକାର ଯାତ୍ରା କାର୍ଡ ଯୋଜନା ଆରମ୍ଭ କରିଛନ୍ତି ।

yatra-card

ପ୍ରଥମ ପର୍ଯ୍ୟାୟରେ ଏହି କାର୍ଡ ଦିଲ୍ଲୀ ମେଟ୍ରୋ ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ବ୍ୟବହୃତ ହେବ । 2022 ସୁଦ୍ଧା ଏହି ସେବା ଦିଲ୍ଲୀ ମେଟ୍ରୋର ସମସ୍ତ ଲାଇନରେ ଉପଲବ୍ଧ ହେବ । ଗତ 18 ମାସ ମଧ୍ୟରେ ବିଭିନ୍ନ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ରୁପି କାର୍ଡ ବର୍ତ୍ତମାନ ସର୍ବସାଧାରଣ ଟ୍ରାଭେଲ କାର୍ଡ ଭାବରେ ବ୍ୟବହୃତ ହେଉଛି । ମେଟ୍ରୋରେ ଯାତ୍ରା କରିବା ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ । ବସ୍ ପରିବହନ ପାଇଁ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି ।

ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଲୋକମାନେ ଟିକେଟ୍ ପାଇଁ ଧାଡିରେ ଛିଡ଼ା ହୋଇ ଆଉ ସମୟ ନଷ୍ଟ କରିବାରୁ ବଞ୍ଚିତ ହେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+