ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା: ଆସନ୍ତାକାଲି ମାଟ୍ରିକ୍, ତୃତୀୟ ସପ୍ତାହରେ ଯୁକ୍ତ-୨ ରେଜଲ୍ଟ

ଚଳିତ ଥର ଓଡ଼ିଆରେ ମିଳିବ ଦଶମ ସାର୍ଟିଫିକେଟ୍ । ମାଟ୍ରିକରେ କୃତ୍ତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଲେଖାଥିବା ସାର୍ଟିଫିକେଟ୍ ମିଳିବ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେହିପରି ଆସନ୍ତା ମେ' ତୃତୀୟ ସପ୍ତାହରେ ଯୁକ୍ତ-୨ ରେଜଲ୍ଟ ବାହାରିବ । ଗୋଟିଏ ଦିନରେ ବିଭିନ୍ନ ବିଭାଗରେ ଫଳ ପ୍ରକାଶ ପାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

Matric tomorrow

ମେ' ଦୁଇ ତାରିଖ ଅର୍ଥାତ୍ ଆସନ୍ତାକାଲି ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବ । ଅପରାହ୍ଣ ୪ଟା ରେ ୱେବସାଇଟରେ ଫଳାଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥିମାନେ ସଂଧ୍ୟାରେ ୬ଟାରେ ଅନଲାଇନ୍ ମାଧ୍ୟମରେ ନିଜର ରେଜଲ୍ଟ ଦେଖିପାରିବେ । ଏଥିପାଇଁ ସେମାନଙ୍କୁ https://www.bseodisha.ac.in , https://www.bseodisha.nic.in ୱେବସାଇଟକୁ ଲଗଅନ୍ କରିବାକୁ ପଡ଼ିବ । ସେଠାରେ ସର୍ଚ୍ଚ ବାରରେ ରୋଲ୍ ନଂ ଏଣ୍ଟ୍ରି କରି ରେଜଲ୍ଟ ଜାଣିପାରିବେ । ସେହିପରି ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ । OR 10(Roll no) ଟାଇପ୍ କରି 5676750 ମେସେଜ୍ ପଠାଇଲେ ରେଜଲ୍ଚ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+