ରାଜଧାନୀ ରାଜରାସ୍ତା ଉପରେ ହାତ କାଟିଲେ ଯୁବତୀ

ମାଷ୍ଟରକ୍ୟାଂଟିନ ଛକରେ ଜଣେ ଯୁବତୀ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ୱର: ଭୁବନେଶ୍ୱରରେ ଅଭାବନୀୟ ଘଟଣା । ରାଜଧାନୀ ଭୁବନେଶ୍ବର ହୋଲି ପର୍ବ ପାଳନ କରୁଥୁବା ବେଳେ ମାଷ୍ଟରକ୍ୟାଣ୍ଟିନଠାରେ ଘଟିଛି ଏକ ଅଘଟଣ । ମାଷ୍ଟରକ୍ୟାଣ୍ଟିନ ଛକରେ ଜଣେ ଯୁବତୀ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Bhubaneswar

ତେବେ ଯୁବତୀ ଜଣଙ୍କ କାହିଁକି ହାତ କାଟିଦେଲେ ଜଣାପଡ଼ିନାହିଁ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସମ୍ପୃକ୍ତ ଯୁବତୀଙ୍କ ପରିଚୟ ମଧ୍ୟ ମିଳିନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+