Tokyo Olympics LIVE Updates: ଉଦଯାପିତ ହେଲା କ୍ରୀଡା ମହାକୁମ୍ଭ, 2024 ପ୍ୟାରିସ ଅଲମ୍ପିକ୍ସ ପାଇଁ ଆଥଲେଟ୍ସଙ୍କୁ ନିମନ୍ତ୍ରଣ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ ଯାତ୍ରା । ଗତ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ । ତେବେ ଏହି କ୍ରୀଡା ମହାକୁମ୍ଭରେ 7 ଟି ପଦକ (ଗୋଟିଏ ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ) ସହ ଯାତ୍ରା ଶେଷ କରିଛି ଭାରତ

ନମସ୍କାର, କ୍ରୀଡା ମହାକୁମ୍ଭ ଟୋକିଓ ଅଲମ୍ପିକ୍ସ 2021 ର ଲାଇଭ ଅପଡେଟ୍ସକୁ ଆପଣଙ୍କୁ ସ୍ୱାଗତ । ଶେଷ ହେଲା କ୍ରୀଡା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ଗତ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସର ଆଜି ଥିଲା ଉଦଯାପନୀ ସମାରୋହ । ତେବେ ଏହି କ୍ରୀଡା ମହାକୁମ୍ଭରେ 7 ଟି ପଦକ (ଗୋଟିଏ ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ) ସହ ଯାତ୍ରା ଶେଷ କରିଛି ଭାରତୀୟ ଦଳ । ଉଦଘାଟନୀରୁ ଉଦଯାପନୀ ପର୍ଯ୍ୟନ୍ତ ୱାନଇଣ୍ଡିଆ ଓଡିଆ ଦେଇଥିଲା ଆପଣଙ୍କୁ ପ୍ରତି ମୁହୁର୍ତ୍ତର ଲାଇଭ ଅପଡେଟ୍...

Tokyo Olympics 2021 LIVE Updates in Odia

Aug 09, 2021, 4:13 pm IST

ନବୀନ କହିଲେ ନୀରଜଙ୍କ କଥା
Aug 09, 2021, 4:12 pm IST

ଆସନ୍ତା 17ରେ ମହିଳା ହକି ଦଳକୁ ଓଡିଶାରେ କରାଯିବ ଭବ୍ୟ ସ୍ୱାଗତ ।
Aug 08, 2021, 9:36 pm IST

ଶେଷରେ ଧନ୍ୟବାଦ..

ଶେଷରେ ଆପଣ ସମସ୍ତଙ୍କୁ ଧନ୍ୟବାଦ । 'ୱାନଇଣ୍ଡିଆ ଓଡିଆ' ର ଟୋକିଓ ଅଲିମ୍ପିକ୍ସ ଲାଇଭ ଅପଡେଟ୍ସ ସହ ଯୋଡି ହୋଇଥିବାରୁ ।
Aug 08, 2021, 9:34 pm IST

ବାଏ ବାଏ ଟୋକିଓ...

ବାଏ ବାଏ ଟୋକିଓ...
ବାଏ ବାଏ ଟୋକିଓ...
Aug 08, 2021, 9:33 pm IST

ପ୍ୟାରିସରେ ଭେଟଘାଟ୍

ଆସନ୍ତା ଅଲିମ୍ପିକ୍ସ ୨୦୨୪ରେ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ହେବ।
Aug 08, 2021, 9:32 pm IST

ପଦକ ତାଲିକା

୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର ହୋଇଛି। ସେହିପରି ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ଚୀନ ରହିଛି। ଅପରପକ୍ଷରେ ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର କରିଛି। ସେହିପରି ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ଅକ୍ତିଆର କରିଛନ୍ତି।
Aug 08, 2021, 9:32 pm IST

ଭାରତୀୟ ଅଲିମ୍ପିକ୍ସ ସଂଘର ପ୍ରଟୋକୋଲ ଅନୁଯାୟୀ, ଅଲିମ୍ପିକ୍ସ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଏସୀୟ କ୍ରୀଡା ଓ ରାଜ୍ୟଗୋଷ୍ଠୀ କ୍ରୀଡା ସହିତ ଭବିଷ୍ୟତ କ୍ରୀଡା ପ୍ରତିଯୋଗିତାରେ ଦେଶର ଜାତୀୟ ପତାକା ବହନ କରିବେ।
Aug 08, 2021, 9:31 pm IST

ଉଦଯାପନୀ ସମାରୋହରେ ୧୦ ଭାରତୀୟ ଆଥଲେଟ୍ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି।
Aug 08, 2021, 9:31 pm IST

ଅଲବିଦା ଟୋକିଓ…

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଅଲିମ୍ପିକ୍ସ ଉଦଯାପିତ, ଜାତୀୟ ପତାକା ଉଡାଇଲେ ବଜରଙ୍ଗ ପୁନିଆ
Aug 08, 2021, 9:25 pm IST

ଉଦଯାପିତ ହେଲା କ୍ରୀଡା ମହାକୁମ୍ଭ

ଗତ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସର ଆଜି ଥିଲା ଉଦଯାପନୀ ସମାରୋହ ।
Aug 08, 2021, 5:36 pm IST

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହର ଦୃଶ୍ୟ

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହର ଦୃଶ୍ୟ
ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହର ଦୃଶ୍ୟ
Aug 08, 2021, 5:35 pm IST

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହର ଦୃଶ୍ୟ

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହର ଦୃଶ୍ୟ
ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହର ଦୃଶ୍ୟ
Aug 08, 2021, 5:34 pm IST

ଭାରତୀୟ ଖେଳାଳିଙ୍କ ମୁହଁରେ ହସ

ଭାରତୀୟ ଖେଳାଳିଙ୍କ ମୁହଁରେ ହସ
ଭାରତୀୟ ଖେଳାଳିଙ୍କ ମୁହଁରେ ହସ
Aug 08, 2021, 5:10 pm IST

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହରେ ଆଥଲେଟ୍ସମାନେ ପରେଡରେ ଅଂଶଗ୍ରହଣ କରୁଛନ୍ତି ।

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହରେ ଆଥଲେଟ୍ସମାନେ ପରେଡରେ ଅଂଶଗ୍ରହଣ କରୁଛନ୍ତି ।
ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହରେ ଆଥଲେଟ୍ସମାନେ ପରେଡରେ ଅଂଶଗ୍ରହଣ କରୁଛନ୍ତି ।
Aug 08, 2021, 5:08 pm IST

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହ

ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହ
ଟୋକିଓ ଅଲିମ୍ପିକ୍ସ ଉଦଯାପନୀ ସମାରୋହ
Aug 08, 2021, 5:05 pm IST

ତ୍ରିରଙ୍ଗା ଧରିଲେ ବଜରଙ୍ଗ ପୁନିଆ

ତ୍ରିରଙ୍ଗା ଧରିଲେ ବଜରଙ୍ଗ ପୁନିଆ
ତ୍ରିରଙ୍ଗା ଧରିଲେ ବଜରଙ୍ଗ ପୁନିଆ
Aug 08, 2021, 5:04 pm IST

ଆରମ୍ଭ ହେଲା ଉଦ୍‌ଯାପନୀ ସମାରୋହ

ଆରମ୍ଭ ହେଲା ଉଦ୍‌ଯାପନୀ ସମାରୋହ
Aug 08, 2021, 2:43 pm IST

ଟୋକିଓ ଅଲିମ୍ପିକ୍ସ: ଆଜି ଉଦଯାପନୀ ସମାରୋହ, ଏହି ଖେଳାଳିଙ୍କ ହାତରେ ରହିବ ତ୍ରିରଙ୍ଗା

ଭାରତୀୟ ସମୟ ଅପରାହ୍ନ 4:30 ରୁ ଆରମ୍ଭ ହେଉଥିବା ଏହି ସମାରୋହରେ ହକି ଏବଂ କୁସ୍ତିରୁ ଅଧିକାଂଶ ଖେଳାଳି ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।
Aug 08, 2021, 2:42 pm IST

ଜାଣନ୍ତୁ, କାହିଁକି ନୀରଜଙ୍କ ଆଖିରେ ଆସିଥିଲା ଲୁହ ?

ସ୍ୱର୍ଣ୍ଣ ଆଣିଛନ୍ତି ସୁନା ପୁଅ ନୀରଜ ଚୋପ୍ରା । ଭାରତୀୟ ଆଥଲେଟିକ୍ସ ବର୍ଗରେ ଏହା ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ । ସେହିପରି ବ୍ୟକ୍ତିଗତ ଭାବେ ଭାରତର 2ୟ ଖେଳାଳି ହୋଇ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ନୀରଜ ।
Aug 08, 2021, 1:32 pm IST

7 ପଦକ ସହ ଯାତ୍ରା ଶେଷ କଲା ଭାରତ

ଏହି କ୍ରୀଡା ମହାକୁମ୍ଭରେ 7 ଟି ପଦକ (ଗୋଟିଏ ସ୍ୱର୍ଣ୍ଣ ସହିତ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ) ସହ ଯାତ୍ରା ଶେଷ କରିଛି ଭାରତୀୟ ଦଳ ।
Aug 08, 2021, 1:31 pm IST

ଆଜି ଉଦ୍‌ଯାପନୀ ସମାରୋହ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ ଯାତ୍ରା । ଗତ ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ୍ସର ଆଜି ଉଦ୍‌ଯାପନୀ ସମାରୋହ ।
Aug 07, 2021, 7:42 pm IST

କାଲିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ସ ପାଇଁ ନୀରଜ ଏବଂ ଜାଭେଲିନ୍ ସାଥୀଙ୍କ ପାଇଁ ପ୍ରସ୍ତୁତି ଶିବିର ଆୟୋଜନ କରିଥିବାରୁ ଓଡିଶା ଗର୍ବିତ ।
Aug 07, 2021, 7:41 pm IST

ଶୁଭେଚ୍ଛା ଜଣାଇଲେ ବୀରେନ୍ଦ୍ର ସେହୱାଗ
Aug 07, 2021, 7:37 pm IST

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଟୋକିଓରେ ଇତିହାସ ରଚାଯାଇଚି । ନିରଜ ଚୋପ୍ରା ଆଜି ହାସଲ କରିଥିବା ସଫଳତା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ସ୍ୱର୍ଣ୍ଣ ଜିତିବା ପାଇଁ ତାଙ୍କୁ ଅଭିନନ୍ଦନ ।
Aug 07, 2021, 7:35 pm IST

ନିରଜଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ଦେଶ ଆପଣଙ୍କ ପାଇଁ ବହୁତ ଗର୍ବିତ । ଏହା ସହିତ, ଆପଣ ଅଲିମ୍ପିକ୍ସରେ ଭାରତକୁ ସର୍ବୋଚ୍ଚ ପଦକକୁ ନେଇଛନ୍ତି । ଆଗାମୀ ପିଢି ପାଇଁ ଆପଣ ପ୍ରେରଣା ହେବେ ।
Aug 07, 2021, 5:48 pm IST

ଭାରତ ପାଇଁ ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା, ଭାରତ 7 ଟି ପଦକ ଜିତି ଅଲିମ୍ପିକ୍ସରେ ପୂର୍ବ ରେକର୍ଡ ଭାଙ୍ଗିଲା ।
Aug 07, 2021, 5:45 pm IST

ଜାଭେଲିନରେ ସ୍ୱର୍ଣ୍ଣ ହାତେଇଲେ ନୀରଜ ଚୋପ୍ରା
Aug 07, 2021, 5:15 pm IST

ବ୍ରୋଞ୍ଜ ହାସଲ କଲେ ବଜରଙ୍ଗ ପୁନିଆ, ବର୍ତ୍ତମାନ ନଜର ନୀରଜ ଚୋପ୍ରାଙ୍କ ଉପରେ
Aug 07, 2021, 1:25 pm IST

ଆଦିତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Aug 07, 2021, 12:08 pm IST

ଆଦିତି ଅଶୋକ ଗୋଟିଏ ଷ୍ଟ୍ରୋକ୍ ପଛରେ ରହି ପଦକ ହରାଇଛନ୍ତି, ପୁନିଆ-ନିରଜ ଉପରେ ରହିବ ନଜର
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+