ଟୋକିଓ ଅଲିମ୍ପିକ୍ସ: ଜାଣନ୍ତୁ, ଭାରତୀୟ ତୀରନ୍ଦାଜ ଦଳର ଖେଳସୂଚୀ

ଅଲମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ତୀରନ୍ଦାଜ ଦଳର ଖେଳସୂଚୀ ....

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଜୁଲାଇ 23 ରେ ଆରମ୍ଭ ହେବାକୁ ଯାଉଛି ଯେଉଁଥିରେ ଭାରତର 127 ଖେଳାଳି ପଦକ ଜିତିବା ପାଇଁ ନିଜର ଶକ୍ତି ପ୍ରଦର୍ଶନ କରିବେ । ଗତ ଥର 2016 ରିଓ ଅଲିମ୍ପିକ୍ସରେ 117 ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ, ମାତ୍ର ଆକାଉଣ୍ଟରେ କେବଳ 2 ପଦକ ଆସିଥିଲା ​​। ଏଥର ସଂଖ୍ୟା ବୃଦ୍ଧି ହେବାର ଆଶା କରାଯାଉଛି । ତେବେ ଅଲମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ତୀରନ୍ଦାଜ ଦଳର ଖେଳସୂଚୀ ....

archery team

ତୀରନ୍ଦାଜ ଦଳର ଖେଳସୂଚୀ

23 ଜୁଲାଇ

  • ମହିଳା ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡ (ଦୀପିକା କୁମାରୀ) - ସନ୍ଧ୍ୟା 5:30
  • ପୁରୁଷ ବ୍ୟକ୍ତିଗତ ଯୋଗ୍ୟତା ରାଉଣ୍ଡ (ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣ୍ଡିପ ରାୟ)- ରାତି 9:30

24 ଜୁଲାଇ

  • ମିକ୍ସ ଇଭେଣ୍ଟ ଏଲିମିନେସନ (ଅତନୁ ଦାସ, ଦୀପିକା କୁମାରୀ)- ସନ୍ଧ୍ୟା 6:00

26 ଜୁଲାଇ

  • ମିକ୍ସ ଇଭେଣ୍ଟ ଏଲିମିନେସନ ପୁରୁଷ (ଅତନୁ ଦାସ, ପ୍ରବୀଣ ଯାଦବ, ତରୁଣଦୀପ ରାୟ)- ସକାଳ 6:00

27 ଜୁଲାଇରୁ 31 ଜୁଲାଇ

  • ପୁରୁଷ ଏବଂ ମହିଳା ବ୍ୟକ୍ତିଗତ ଏଲିମିନେସନ - ସକାଳ 6:00
  • ଅପରାହ୍ନ ଗୋଟାଏ- ପଦକ ମ୍ୟାଚ୍
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+