Municipal Election Live : ସରିଲା ପୌର ନିର୍ବାଚନ, ରାଜ୍ୟରେ ହାରାହାରି 65 ପ୍ରତିଶତ ମତଦାନ
ଆସନ୍ତା କାଲି ଅନୁଷ୍ଠିତ ହେବ ପୌରାଞ୍ଚଳ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ବାଚନରେ ମୋଟ 3 ଟି ମହାନଗର, 47 ମ୍ୟୁନିସିପାଲିଟି ଏବଂ 59 ଟି NAC ପାଇଁ ମତଦାନ ହେବ ।

ଭୁବନେଶ୍ୱର : ଆଜି ଅନୁଷ୍ଠିତ ହେଉଛି ପୌରାଞ୍ଚଳ ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ବାଚନରେ ମୋଟ 3 ଟି ମହାନଗର, 47 ମ୍ୟୁନିସିପାଲିଟି ଏବଂ 59 ଟି NAC ପାଇଁ ମତଦାନ ହେବ । ରାଜ୍ୟ ପୌରାଞ୍ଚଳର ମୋଟ୍ 40 ଲକ୍ଷ 55 ଜାର 053 ଜଣ ଭୋଟର 569 ଜଣ ମେୟର/ଚେୟାରମ୍ୟାନ୍ ଏବଂ 5842 ଜଣ କର୍ପୋରେଟର/କାଉନସିଲର୍ ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସକାଳ 8 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ 195 ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।
ପୌର ନିର୍ବାଚନ ସମ୍ପର୍କିତ ସମସ୍ତ ଅପଡେଟ୍ ପାଇଁ ୱାନ୍ ଇଣ୍ଡିଆ ସହ ଯୋଡ଼ି ରୁହନ୍ତୁ...
READ MORE
















Click it and Unblock the Notifications