ଆନନ୍ଦବଜାରରେ ଗଣ୍ଡଗୋଳ, ସେବାୟତଙ୍କ ମାଡ଼ରେ ସେବାୟତ ଆହତ
ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଅଭାବନୀୟ ଘଟଣା । ଜଣେ ସେବାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଆଉ ଜଣେ ସେବାୟତ। ଆହତ ସେବାୟତ ଜଣଙ୍କ ହେଉଛନ୍ତି ହରେକୃଷ୍ଣ ସୁଆର ।
ପୁରୀ: ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଅଭାବନୀୟ ଘଟଣା । ଜଣେ ସେବାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି ଆଉ ଜଣେ ସେବାୟତ। ଆହତ ସେବାୟତ ଜଣଙ୍କ ହେଉଛନ୍ତି ହରେକୃଷ୍ଣ ସୁଆର । ଆହତ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ସେବାୟତ ବୁଲୁ ପଣ୍ଡାଙ୍କ ଆକ୍ରମଣରେ ହଆହତ ହୋଇଥିବା ରେକୃଷ୍ଣ ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।












Click it and Unblock the Notifications