ଅଯଥା କିଣାକିଣି କରନ୍ତୁ ନାହିଁ: ସିପି

ଲକ୍‌ଡାଉନ ହେବା ପୂର୍ବରୁ ଟ୍ଵିନ୍‌ସିଟିରେ ଖଚାଖଚ ଭିଡ଼। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଲକଡାଉନକୁ ନେଇ ଜନସାଧାରଣ ବ୍ୟସ୍ତ ହୁଅନ୍ତୁ ନାହିଁ କି ଅଯଥାରେ କିଣାକିଣି କରନ୍ତୁ ନାହିଁ ବୋଲି ସେ କହିଛନ୍ତି।

ଭୁବନେଶ୍ବର: ଲକ୍‌ଡାଉନ ହେବା ପୂର୍ବରୁ ଟ୍ଵିନ୍‌ସିଟିରେ ଖଚାଖଚ ଭିଡ଼। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଲକଡାଉନକୁ ନେଇ ଜନସାଧାରଣ ବ୍ୟସ୍ତ ହୁଅନ୍ତୁ ନାହିଁ କି ଅଯଥାରେ କିଣାକିଣି କରନ୍ତୁ ନାହିଁ ବୋଲି ସେ କହିଛନ୍ତି। କାରଣ ଲକଡାଉନ୍ ସମୟରେ ଦୋକାନ ବଜାର ଖୋଲା ରହିବ। ଆବଶ୍ୟକତାଠାରୁ ଅଧିକ ଜିନିଷ କିଣନ୍ତୁ ନାହିଁ।

Soumendra Priyadarshi

ସେହିପରି ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ଜିନିଷ କିଣାକିଣି କରି ମହଜୁଦ ରଖିବାକୁ ବ୍ୟସ୍ତ ହୁଅନ୍ତୁ ନାହିଁ। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ବ୍ୟବସ୍ଥା ହୋଇଛି। ତେଣୁ ବ୍ୟସ୍ତ ନହୋଇ କୋଭିଡ୍ ନିୟମ ମାନି ସାମଗ୍ରୀ କିଣିବାକୁ ସିପି ପରାମର୍ଶ ଦେଇଛନ୍ତି।

ସେହିପରି ମେ' ୫ ତାରିଖରୁ ଓଡିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ୍। ଏହା ମେ' ୫ ତାରିଖଠାରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ବଳବତ୍ତର ରହିବ। ସକାଳ ୬ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ପନିପରିବା, ତେଜରାତି, ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଖୋଲା ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+