କୋଭିଡ ପରିଚାଳନା ପାଇଁ ଓଡ଼ିଶା ପୋଲିସକୁ ସମ୍ମାନିତ
କରୋନା ମାହାମରୀ ମଧ୍ୟରେ ରାଜ୍ୟରେ ଓଡିଶା ପୋଲିସର ସଫଳ କୋଭିଡ ପରିଚାଳନା ପାଇଁ ସମ୍ମାନିତ କଲା ଜାତୀୟ ମହିଳା କମିଶନ ।
ଭୁବନେଶ୍ବର: କୋଭିଡ ପରିଚାଳନା ପାଇଁ ଓଡ଼ିଶା ପୋଲିସକୁ ସମ୍ମାନ । କରୋନା ମାହାମରୀ ମଧ୍ୟରେ ରାଜ୍ୟରେ ଓଡିଶା ପୋଲିସର ସଫଳ କୋଭିଡ ପରିଚାଳନା ପାଇଁ ସମ୍ମାନିତ କଲା ଜାତୀୟ ମହିଳା କମିଶନ । ଏନସିଡବ୍ଲୁର ୨୯ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି ।

ଓଡ଼ିଶା ପୋଲିସ ପକ୍ଷରୁ ସମ୍ମାନ ଗ୍ରହଣ କଲେ ବରଗଡ଼ ଏସପି ପଦ୍ମିନୀ ସାହୁ । ଦିଲ୍ଲୀ ବିଜ୍ଞାନ ଭବନରେ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଥିଲା । ଗତ କିଛି ଦିନ ପୂର୍ବେ ପୋଲିସ ରାକିଂରେ ମଧ୍ୟ ଓଡ଼ିଶ ପୋଲିସ ସଫଳତା ହାସଲ କରିଥିଲା । ପୋଲିସ ରାକିଂରେ ୩ୟ ସ୍ଥାନରେ ରହିଥିଲା ଓଡ଼ିଶା ପୋଲିସ । ୧୮ଟି ବଡ଼ ଏବଂ ମଧ୍ୟମ ରାଜ୍ୟ ମଧ୍ୟରେ ଓଡ଼ିଶା ପୋଲିସ ତୃତୀୟ ସ୍ଥାନରେ ରହିଛି । ଏ ନେଇ ଟୁଇଟ କରି ଖୁସି ବ୍ୟକ୍ତ କଲେ ପୋଲିସ ଡିଜି ଅଭୟ ।
More From
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications