ବଢିଲା ଫସଲ ବୀମା ପଞ୍ଜିକରଣ ଆବେଦନର ସମୟସୀମା: ଦେଖନ୍ତୁ, କେବେ ଯାଏଁ ଘୂଞ୍ଚିଲା ତାରିଖ ?

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକମାନେ ସେମାନଙ୍କର ନାମ ବୀମା ପୋର୍ଟାଲରେ ପଞ୍ଜିକରଣ କରି ପାରିବେ । ନାମ ପଞ୍ଜିକରଣ କରିବାର ସମୟସୀମା ଜୁଲାଇ ୩୧ ରହିଥିଲା । ମାତ୍ର ବର୍ତ୍ତମାନ ଏହାକୁ ରାଜ୍ୟ ସରକରା ବୃଦ୍ଧି କରିଛନ୍ତି ।

PMFBY 2023

ତେବେ ପୂର୍ବରୁ ଏହି ସମୟସୀମା ଜୁଲାଇ ୩୧ ରହିଥିବା ବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୫ କରାଯାଇଛି । ଏ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିବାରୁ ଓ ବୀମା ପୋର୍ଟାଲରେ ବିଭିନ୍ନ କାରଣରୁ ପଞ୍ଜିକରଣ ବିଳମ୍ବିତ ହେଉଥିବାରୁ ସମୟସୀମା ବୃଦ୍ଧି କରାଯିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର ।

ତେବେ ଧାନ, ହରଡ, ମକା, ଚିନାବାଦାମ, ମାଣ୍ଡିଆ, କପା, ଅଦା, ହଳଦି ଆଦି ୮ ଟି ଫସଲକୁ ବୀମାଭୁକ୍ତ କରିବା ପାଇଁ ଏ ବର୍ଷ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏ ସଂପର୍କରେ ପୂର୍ବରୁ ଜିଲ୍ଲାପାଳମାନଙ୍କୁ ଜିଲ୍ଲାରେ କେତେ ସଂଖ୍ୟକ ଚାଷୀମାନଙ୍କର ପଞିଜୀକରଣ କରାଯିବ ଏକ ସମ୍ଭାବ୍ୟ ସଂଖ୍ୟା କୃଷି ବିଭାଗ ତରଫରୁ ପଠାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+