ଟ୍ବିନ ସିଟିରେ ଅପରାଧ ରୋକିବ ପାଇଁ ହ୍ୱାଟସଆପ୍ ନମ୍ବର ଜାରି, ଅପରାଧୀଙ୍କ ସଂପର୍କରେ ଜଣାନ୍ତୁ ଏହି ନମ୍ବରରେ...

ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ କମିଶନରଟ୍ ପୋଲିସ ପକ୍ଷରୁ ଏକ ହ୍ୱାଟସଆପ୍ ନମ୍ବର ଜାରି ହୋଇଛି। କୌଣସି ବି ଅପରାଧ ସମ୍ପର୍କରେ 7077798111 ରେ ହ୍ୱାଟସଆପ୍ କରି ଅଭିଯୋଗ କରିପାରିବେ ।

ଭୁବନେଶ୍ୱର: ଅପରାଧ ରୋକିବ ହ୍ୱାଟସଆପ୍ ନମ୍ବର । ଟ୍ବିନ ସିଟିରେ ଅପରାଧ ରୋକିବ ପାଇଁ କମିଶନରେଟ ପୋଲିସର ଅଭିନବ ଉପାୟ । ସାଧାରଣ ଜନତାଙ୍କ ସୁବିଧା ନିମନ୍ତେ କମିଶନରଟ୍ ପୋଲିସ ପକ୍ଷରୁ ଏକ ହ୍ୱାଟସଆପ୍ ନମ୍ବର ଜାରି ହୋଇଛି। କୌଣସି ବି ଅପରାଧ ସମ୍ପର୍କରେ 7077798111 ରେ ହ୍ୱାଟସଆପ୍ କରି ଅଭିଯୋଗ କରିପାରିବେ ।

WhatsApp

ରାସ୍ତାରେ ଯଦି ଅପରାଧ ଦେଖିଲେ କିମ୍ବା କୌଣସି ଅଘଟଣ ଘଟିଲେ ଏହି ନମ୍ବରରେ ତଥ୍ୟ ଦେଇହେବ । ତା ସହ କୌଣସି ଅପରାଧୀ ସମ୍ପର୍କରେ ବି ଜଣାଇ ହେବ । ଏହି ହ୍ୱାଟସଆପ୍ ନମ୍ବରରେ ମାମଲାର ଅଗ୍ରଗତି ସଂପର୍କରେ ବି ଜାଣିହେବ । 7077798111 ନମ୍ବରଟି କେବଳ ହ୍ୱାଟସଆପ୍ ଉପଲବ୍ଧ ହେବ ଏବଂ ଭୁବନେଶ୍ୱର ପାଇଁ କାର୍ଯ୍ୟ କରିବ ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ରାଜଧାନୀରେ ବଢିଚାଲିଥିବା ଲୁଟ୍‌ ଓ ଛିନ୍‌ତାଇ ଅପରାଧ ରୋକିବାକୁ କମିସନରେଟ୍ 'ସ୍ପେଶାଲ ୨୬' ଟିମ ଗଠନ କରାଯାଇଥିଲା । ଏହି ଟିମରେ ପ୍ରତି ଥାନାରୁ ଜଣେ କିମ୍ବା ୨ଜଣ ଅଫିସରଙ୍କ ସମେତ ଏହି ଟିମରେ ୪ଜଣ କନଷ୍ଟେବଲ ରହିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+