ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା

ରାଜଧାନୀ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ୟୁପିଡ଼ିରେ ଜାରି ହେବ ୧୪୪ ଧାରା ।

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା ସ୍ଥିତି। ରାଜଧାନୀ ଭୁବନେଶ୍ବରରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ୟୁପିଡ଼ିରେ ଜାରି ହେବ ୧୪୪ ଧାରା ।

Bhubaneswar

ରାଜଧାନୀରେ ପୋଲିସ ଫୋର୍ସ ମୁତୟନ ପାଇଁ ୨୭ଟି ସ୍ଥାନ ନିରୂପଣ କରାଯାଇଛି । ପ୍ରତି ଚିହ୍ନଟ ସ୍ଥାନରେ ନାକାବନ୍ଦୀ କରାଯିବ । ବ୍ୟାରିକେଟ୍ କରାଯାଇ ପ୍ରତି ପୋଷ୍ଟରେ ସର୍ଚ୍ଚ ଅଭିଯାନ ଜୋରଦାର କରାଯିବ ।

ରାଜଧାନୀର ପ୍ରମୁଖ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରିଛି କମିଶନରେଟ୍ ପୋଲିସ । ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତି ଅଞ୍ଚଳରେ ପିସିଆର ଓ ପୋଲିସ ଗାଡି ପାଇଁତରା ମାରିବେ । ଏ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+