ମହାପ୍ରଭୁଙ୍କ ହେଲା ସ୍ୱତନ୍ତ୍ର ନୀତି, ବଡ଼ଦେଉଳରେ ବନ୍ଦ ରହିଲା ସାଧାରଣ ଦର୍ଶନ

ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି । ଯାହାଫଳରେ ଶ୍ରୀମନ୍ଦିରରେ କିଛି ସମୟ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟ । ସବୁ ଦିନ ପରି ଭକ୍ତମାନେ କରୁଥିବା ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ । ହଠାତ୍‌ ଭିତର କାଠ ନିକଟରେ ଖଙ୍କାର ପଡ଼ିଥିବାର କିଛି ସେବାୟତ ଦେଖିଥିଲେ । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଖବର ଦେଇଥିଲେ । ମନ୍ଦିର ପ୍ରଶାସନ ଏବଂ ସେବାୟତ ମିଳିତ ଭାବେ ବଡ଼ମହାସ୍ନାନ ପାଇଁ ନିଷ୍ପତ୍ତି ନେଇଥିଲେ । ଶେଷରେ ବିଧି ଅନୁସାରେ ବଡ଼ଠାକୁରଙ୍କ ମହାସ୍ନାନ ହୋଇଥିଲା ।

Mahaprabhu

ତେବେ ବଡ଼ ଠାକୁରଙ୍କର ବଡ଼ ମହାସ୍ନାନ ଲାଗି ସାଧାରଣ ଦର୍ଶନ ବନ୍ଦ ରହିଥିଲା । ବଡ଼ ମହାସ୍ନାନ ନୀତି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ୱାଭାବିକ ଭାବେ ଚାଲିଛି ବଡ଼ଠାକୁରଙ୍କ ଦର୍ଶନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+