IPL 2021: ଆରମ୍ଭ ହେଲାଣି କାଉଣ୍ଟଡାଉନ, ଜାଣନ୍ତୁ କେଉଁ ଦଳ କେଉଁ ଖେଳାଳିଙ୍କୁ ରଖିଲା ଓ କାଢିଲା

ଆଇପିଏଲ ଅକ୍ସନ ପୂର୍ବରୁ ଦଳରୁ ଖେଳାଳିଙ୍କୁ ଛାଡିବା ଓ ରଖିବା ପ୍ରକ୍ରିୟାର ଜାନୁଆରୀ 20 ବା ଆଜି ଥିଲା ଶେଷ ତାରିଖ । ଫଳରେ ଆଜି ସମସ୍ତ ଆଠଟି ଫ୍ରାଞ୍ଚାଇଜ୍ ଆଇପିଏଲ୍ 2021 ପାଇଁ ନିଜ ନିଜର ରିଟେନ ଓ ରିଲିଜ ପ୍ଲେୟାରଙ୍କ ତାଲିକା ପ୍ରକାଶ କରିଛନ୍ତି ।

ନୂଆଦିଲ୍ଲୀ: ଆରମ୍ଭ ହେଲାଣି ଚଳିତ ବର୍ଷ ପାଇଁ ଆଇପିଏଲ (ଆଇପିଏଲ 2021) କାଉଣ୍ଟଡାଉନ । ନିଲାମ ପ୍ରକ୍ରିୟା ( ଆଇପିଏଲ ଅକ୍ସନ ) ପାଇଁ ବି ପ୍ରସ୍ତୁତ ହେଲାଣି ବିସିସିଆଇ । ତେବେ ଅକ୍ସନ ପୂର୍ବରୁ ଦଳରୁ ଖେଳାଳିଙ୍କୁ ଛାଡିବା ଓ ରଖିବା ପ୍ରକ୍ରିୟାର ଜାନୁଆରୀ 20 ବା ଆଜି ଥିଲା ଶେଷ ତାରିଖ । ଫଳରେ ଆଜି ସମସ୍ତ ଆଠଟି ଫ୍ରାଞ୍ଚାଇଜ୍ ଆଇପିଏଲ୍ 2021 ପାଇଁ ନିଜ ନିଜର ରିଟେନ ଓ ରିଲିଜ ପ୍ଲେୟାରଙ୍କ ତାଲିକା ପ୍ରକାଶ କରିଛନ୍ତି । ତେବେ ଜାଣନ୍ତୁ କେଉଁ ଦଳରେ ରହିଲେ କେଉଁ ଖେଳାଳି ଓ କେଉଁ ଦଳ କାଢିଲା କେଉଁ ଖେଳାଳିଙ୍କୁ....

ସମ୍ପୂର୍ଣ୍ଣ ତାଲିକା:

IPL 2021

ସନରାଇଜର୍ସ ହାଇଦ୍ରାବାଦ:

କେଉଁ ଖେଳାଳିଙ୍କୁ ରଖିଲା- ଡେଭିଡ ୱାର୍ଣ୍ଣର (ଅଧିନାୟକ), ଅଭିଷେକ ଶର୍ମା, ବେସିଲ ଥାମ୍ପି, ଭୁବନେଶ୍ୱର କୁମାର, ଜନ୍ନି ବେୟାରଷ୍ଟୋ, କେନ ୱିଲିୟମସନ, ମନୀଷ ପାଣ୍ଡେ, ମହମ୍ମଦ ନବୀ, ରସିଦ ଖାନ, ସନ୍ଦୀପ ଶର୍ମା, ଶାହବାଜ ନାଦିମ, ଶ୍ରୀବାତ୍ ଗୋସ୍ବାମୀ, ସିଦ୍ଧାର୍ଥ କୌଲ, ଖଲ୍ଲୀଲ ଅହମ୍ମଦ, ଟି. ନାଟାରଜାନ , ରିଦ୍ଧିମାନ ସାହା, ଅବଦୁଲ ସମାଦ, ମିଚେଲ ମାର୍ଶ, ଜେସନ ହୋଲ୍ଡର, ପ୍ରିୟ ଗର୍ଗ, ବିରାଟ ସିଂ ।

କେଉଁ ଖେଳାଳିଙ୍କୁ କାଢିଲା- ବିଲି ଷ୍ଟାନଲେକ୍, ଫାବିଆନ୍ ଆଲେନ୍, ୟାରା ପ୍ରୀତିରାଜ, ସଞ୍ଜୟ ଯାଦବ, ବି ସନ୍ଦୀପ ।

କୋଲକାତା ନାଇଟ୍ ରାଇଡର୍ସ:

କେଉଁ ଖେଳାଳିଙ୍କୁ ରଖିଲା- ଇୟନ୍ ମୋର୍ଗାନ୍ (ଅଧିନାୟକ), ଦିନେଶ କାର୍ତ୍ତିକ, ଶୁଭମନ ଗିଲ, ରିଙ୍କୁ ସିଂ, ନୀତିଶ ରାଣା, ରାହୁଲ ତ୍ରିପାଠୀ, କମଲେଶ ନାଗାର୍କୋଟି, କୁଲଦୀପ ଯାଦବ, ପ୍ୟାଟ କମିନ୍ସ, ପ୍ରସୀଦ କୃଷ୍ଣା, ଲକି ଫର୍ଗୁସନ୍, ସନ୍ଦୀପ ୱାରିଅର୍, ଶିବମ୍ ମାଭି, ବରୁଣ ଚକ୍ରବର୍ତ୍ତୀ, ଆନ୍ଦ୍ରେ ରସେଲ, ସୁନୀଲ ନାରୀଣ, ଟିମ୍ ସେଫର୍ଟ ।

କେଉଁ ଖେଳାଳିଙ୍କୁ କାଢିଲା- ଟମ୍ ବଣ୍ଟନ୍, କ୍ରିସ୍ ଗ୍ରୀନ୍, ନିଖିଲ ନାଏକ, ସିଦ୍ଧାର୍ଥ ଏମ୍ ଏବଂ ସିଦ୍ଧେଶ ଲାଡ ।

ଦିଲ୍ଲୀ କ୍ୟାପିଟାଲ୍ସ:

କେଉଁ ଖେଳାଳିଙ୍କୁ ରଖିଲା- ଶ୍ରେୟସ୍ ଆୟର (ଅଧିନାୟକ), ଶିଖର ଧାୱନ, ପୃଥ୍ବୀ ଶ, ଆଜିଙ୍କ୍ୟ ରାହାନେ, ଋଷଭ ପନ୍ତ, ଅକ୍ସର ପଟେଲ, ଅମିତ ମିଶ୍ରା, ଇଶାନ୍ତ ଶର୍ମା, ଆର ଅଶ୍ୱିନ, ଲଲିତ ଯାଦବ, ହର୍ଷଲ ପଟେଲ, ଆଭେଶ ଖାନ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଅନ୍ରିଚ ନୋର୍ଜେ, ମାର୍କସ ଷ୍ଟୋଇନିସ, ଶିମ୍ରନ୍ ହେଟମିର୍, କ୍ରିସ୍ ୱକ୍ସ, ଡାନିଏଲ୍ ସାମସ୍ ।

କେଉଁ ଖେଳାଳିଙ୍କୁ କାଢିଲା- ମୋହିତ ଶର୍ମା, ତୁଷାର ଦେଶପାଣ୍ଡେ, କେମୋ ପାଲ, ସନ୍ଦୀପ ଲାମିଚେନ, ଆଲେକ୍ସ କ୍ୟାରି, ଜେସନ ରୟ।

କିଙ୍ଗସ ଏକାଦଶ ପଞ୍ଜାବ:

କେଉଁ ଖେଳାଳିଙ୍କୁ ରଖିଲା- କେ.ଏଲ୍ ରାହୁଲ (ଅଧିନାୟକ), କ୍ରିସ୍ ଗେଲ, ମନଦୀପ ସିଂ, ସର୍ଫରାଜ ଖାନ, ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରଣ, ଦୀପକ ହୁଡା, ପ୍ରଭାସମ୍ରନ ସିଂ, ମହମ୍ମଦ ଶାମି, କ୍ରିସ ଜୋର୍ଡାନ, ଦର୍ଶନ ନାଲକାଣ୍ଡେ, ରବି ବିଷ୍ଣୋଇ, ମୁରୁଗାନ ଅଶ୍ୱିନ, ଅର୍ଶଦୀପ ସିଂ, ହରପ୍ରୀତ ବ୍ରାର, ଇସାନ ପୋରେଲ ।

କେଉଁ ଖେଳାଳିଙ୍କୁ କାଢିଲା- ଗ୍ଲେନ୍ ମ୍ୟାକ୍ସୱେଲ, କରୁଣ ନାୟାର, ହାର୍ଦ୍ଦସ ଭିଲଜୋଏନ୍, ଜଗଦେଶ ସୁଚିଥ, ମୁଜିବ ଉର ରହମାନ, ଶେଲଡନ କୋଟ୍ରେଲ, ଜିମି ନିଶାମ, କୃଷ୍ଣପ୍ପା ଗୋଥାମ, ତାଜିନ୍ଦର ସିଂ ।

ରାଜସ୍ଥାନ ରୟାଲ୍ସ:

କେଉଁ ଖେଳାଳିଙ୍କୁ ରଖିଲା- ସଞ୍ଜୁ ସାମସନ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, ଜସ୍ ବଟଲର, ରିୟାନ୍ ପାରାଗ, ଶ୍ରେୟାସ ଗୋପାଳ, ରାହୁଲ ତେୱାଟିଆ, ମହିପାଲ ଲୋମର, କାର୍ତ୍ତିକ ଟ୍ୟାଗି, ଆଣ୍ଡ୍ରିୟୁ ଟାଇ, ଜୟଦେବ ଉନାଦକାଟ, ମୟଙ୍କ ମାର୍କାଣ୍ଡେ, ଯଶସ୍ୱୀ ଜସ୍ୱାଲ, ଅନୁଜ ରାୱତ, ଡେଭିଡ ମିଲର , ରବିନ୍ ଉଥାପ୍ପା ।

କେଉଁ ଖେଳାଳିଙ୍କୁ କାଢିଲା- ଷ୍ଟିଭ ସ୍ମିଥ, ଓଶାନ ଥୋମାସ, ଆକାଶ ସିଂ, ଅଙ୍କିତ ରାଜପୁତ, ବରୁଣ ଆରୋନ, ଟମ କୁରାନ, ଅନିରୁଦ୍ଧ ଯୋଶୀ, ଶଶାଙ୍କ ସିଂ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର:

କେଉଁ ଖେଳାଳିଙ୍କୁ ରଖିଲା- ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲିୟର୍ସ, ୟୁଜଭେନ୍ଦ୍ର ଚହଲ, ଦେବଦତ୍ତ ପାଦିକଲ, ନବଦୀପ ସାଇନି, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କେନ୍ ରିଚାର୍ଡସନ, ଆଦାମ ଜାମ୍ପା, ଜୋଶ ଫିଲିପେ, ଶାହାବାଜ ଅହମ୍ମଦ ଏବଂ ପବନ ଦେଶପାଣ୍ଡେ।

କେଉଁ ଖେଳାଳିଙ୍କୁ କାଢିଲା- ଆରୋନ ଫିଞ୍ଚ, କ୍ରିସ ମୋରିସ, ଇସୁରୁ ଉଦାନା, ମୋଇନ ଅଲ୍ଲୀ, ପୱନ ନେଗି, ଗୁରୁକେରାଟ ସିଂ ମନ, ଶିବମ ଦୁବେ, ଡେଲ ଷ୍ଟେନ, ପାର୍ଥିବ ପଟେଲ ଏବଂ ଉମେଶ ଯାଦବ।

ଚେନ୍ନାଇ ସୁପର କିଙ୍ଗ୍ସ:

କେଉଁ ଖେଳାଳିଙ୍କୁ ରଖିଲା- ଏମଏସ ଧୋନି (ଅଧିନାୟକ), ଏନ ଜଗଦିଶନ, ଋତୁରାଜ ଗାଇକ୍ୱାଡ, କେଏମ ଆସିଫ, ରବିନ୍ଦ୍ର ଜାଡେଜା, ଜସ ହାଜଲେଉଡ, କରଣ ଶର୍ମା, ଅମ୍ବାତି ରାୟୁଡୁ, ସୁରେସ ରାଇନା, ଇମ୍ରାନ ତାହିର, ଦୀପକ ଚହର, ଫାଫ ଡୁ ପ୍ଲେସିସ୍, ଶ୍ରାଦ୍ଦୁଲ ଠାକୁର, ମିଚେଲ ସାଣ୍ଟନର୍, ଡ୍ରାଏନ ବ୍ରାଭୋ, ଲୁଙ୍ଗି ନିଗିଡି, ସାମ କୁରାନ୍, ସାଇ କିଶୋର ।

କେଉଁ ଖେଳାଳିଙ୍କୁ କାଢିଲା- ହରଭଜନ ସିଂ, କେଦାର ଯାଦବ, ମୁରଲୀ ବିଜୟ, ପୀୟୁଷ ଚାୱଲା ।

ମୁମ୍ବାଇ ଇଣ୍ଡିଆନ୍ସ:

କେଉଁ ଖେଳାଳିଙ୍କୁ ରଖିଲା- ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶନ, କ୍ରିସ୍ ଲିନ୍, ଅନମୋଲପ୍ରୀତ ସିଂ, ସୌରଭ ତିୱାରୀ, ଆଦିତ୍ୟ ତର, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଅନୁକୁଲ ରୟ, ଜସପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ , ରାହୁଲ ଚହର, ଜୟନ୍ତ ଯାଦବ, ଧାୱଲ କୁଲକର୍ଣ୍ଣି, ମୋହସିନ୍ ଖାନ୍ ।

କେଉଁ ଖେଳାଳିଙ୍କୁ କାଢିଲା- ଲାସିଥ୍ ମାଲିଙ୍ଗା, ମିଚ୍ ମ୍ୟାକ୍ଲେନାଗାନ୍, ଜେମ୍ସ ପାଟିନ୍ସନ୍, ନାଥାନ୍ କୁଲଟର-ନାଇଲ୍, ଶେରଫେନ୍ ରାଉଟରଫୋର୍ଡ, ପ୍ରିନ୍ସ ବଳବନ୍ତ ରାୟ, ଦିଗବିଜୟ ଦେଶମୁଖ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+