Get Updates
Get notified of breaking news, exclusive insights, and must-see stories!

ଏଣିକି ସୋମବାର ହେବନି କୌଣସି ସରକାରୀ ବୈଠକ, ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଏଣିକି ସୋମବାର କୌଣସି ସରକାରୀ ବୈଠକ ହେବନି । ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ସୋମବାର କୌଣସି ବୈଠକ ନ ରଖି ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ । ପ୍ରତ୍ୟେକ ମାସର ୩ୟ ଶନିବାର ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା ପାଇଁ ନିର୍ଦ୍ଦେଶ ।

Chief Secretary
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+