Get Updates
Get notified of breaking news, exclusive insights, and must-see stories!

ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଗିରଫ, ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍‌ରେ ନଗଦ ଟଙ୍କା ଜବତରେ ସର୍ବାଧିକ

ଅସତ ଧନ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ଶେଷରେ ସେୟା ଘଟିଛି । ଅନ୍ୟାୟ ଟଙ୍କା ସାମ୍ରାଜ୍ୟରେ ପଡିଛି ଯବନିକା । ବନ୍ଧା ହୋଇଛନ୍ତି କୁବେର ଖଣି ଅଧିକାରୀ ତଥା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।

ଅସତ ଟଙ୍କାରେ ଛିଡା କରିଥିଲେ ଟଙ୍କାର ପାହାଡ । ଆଉ ସେହି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଖଣି ଅଧିକାରୀ ଗିରଫ ନେଇ ଭିଜିଲାନ୍ସ ଏସ୍ପିଙ୍କ ସୂଚନା ଦେଇଛନ୍ତି । ଏସ୍ପି କହିଛନ୍ତି ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍ରେ ନଗଦ ଟଙ୍କା ଜବତରେ ସର୍ବାଧିକ ।

r Debrabrat Mohanty
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+