Get Updates
Get notified of breaking news, exclusive insights, and must-see stories!

ପୁଣି ବଢିଲା ସୁନା ଓ ରୂପା ଦର

ହୁହୁ ହୋଇ ବଢି ଚାଲିଛି ସୁନା ଓ ରୁପା ଦର । ୨୪କ୍ୟାରେଟ ସୁନାର ଦାମ୍‌ ୧୩୧୦ଟଙ୍କା ବୃଦ୍ଧି ପାଇଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ୍‌ ପ୍ରତି ୧ଲକ୍ଷ ୫୮ହଜାର ୬୦ଟଙ୍କା ହୋଇଛି । ଗତକାଲି ଏହା ୧,୫୬,୭୫୦ ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ ପିଛା ୧ଲକ୍ଷ ୪୪ହଜାର ୯୦୦ଟଙ୍କା ହୋଇଛି । ଆଜି ୧୨୦୦ ଟଙ୍କା ଦର ବୃଦ୍ଧି ପାଇଛି । ଗତକାଲି ୨୨କ୍ୟାରେଟ ସୁନା ୧ଲକ୍ଷ ୪୩ହଜାର ୭୦୦ ଟଙ୍କା ରହିଥିଲା ।

f gold and silver rose

ଅନ୍ୟପଟେ ରୂପା ଦର ୧୫ହଜାର ଟଙ୍କା ବୃଦ୍ଧି ପାଇଛି । କିଲୋଗ୍ରାମ ପିଛା ରୁପା ଦର ଆଜି ୩ଲକ୍ଷରେ ପହଞ୍ଚିଛି । ଗତକାଲି ୨ଲକ୍ଷ ୮୫ହଜାର ଟଙ୍କା ରହିଥିଲା । ବଜାର ବିଶ୍ଲେଷକଙ୍କ ମତରେ ରୂପା ମୂଲ୍ୟରେ ସାମ୍ପ୍ରତିକ ବୃଦ୍ଧି ମୁଖ୍ୟତଃ ଶିଳ୍ପ ଚାହିଦା ଦ୍ୱାରା ଚାଳିତ ନୁହେଁ । ବରଂ ଏହା ମୁଖ୍ୟତଃ ଅନୁମାନିକ କ୍ରମ ଦ୍ୱାରା ଚାଳିତ, କାରଣ ନିବେଶକମାନେ ଆହୁରି ଲାଭ ହରାଇବା ଭୟରେ ଏଥିରେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+