ଏହି ଦେଶର ଶକ୍ତିଶାଳୀ ଭୂକମ୍ପ ଝଟକା
Earthquake In Tajikistan: ଶନିବାର ତାଜିକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.2 ରେକର୍ଡ କରାଯାଇଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ୧୧୦ କିଲୋମିଟର ଗଭୀରତାରେ ।













Click it and Unblock the Notifications