Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ବନ୍ଦ ରହିବେ ବ୍ୟାଙ୍କ ! ଜାଣନ୍ତୁ ଏପ୍ରିଲରେ ଆଉ କେଉଁ ଦିନ ରହିଛି Bank Holiday

Bank Holidays: ସୋମବାର ଅର୍ଥାତ୍ ୨୧ ଏପ୍ରିଲ ୨୦୨୫ରେ ଦେଶର ଅନେର ରାଜ୍ୟରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । ଆସନ୍ତାକାଲି ତ୍ରିପୁରାରେ 'ଗରିଆ ପୂଜା' ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ସ୍ୱାଭାବିକ ଭାବରେ ଖୋଲା ରହିବ। ବ୍ୟାଙ୍କଗୁଡ଼ିକ ବନ୍ଦ ରହିବା ସତ୍ତ୍ୱେ, ତ୍ରିପୁରାର ଲୋକମାନେ ମୋବାଇଲ୍ ବ୍ୟାଙ୍କିଂ, ନେଟ୍ ବ୍ୟାଙ୍କିଂ, UPI ଏବଂ ATM ସାହାଯ୍ୟରେ ଟଙ୍କା କାରବାର କିମ୍ବା ବିଲ୍ ପେମେଣ୍ଟ କରି ପାରିବେ । ହେଲେ ବ୍ୟାଙ୍କ ସମ୍ବନ୍ଧୀୟ ଅନ୍ୟ କାମ ପାଇଁ ଗ୍ରାହକମାନଙ୍କୁ ବ୍ୟାଙ୍କ ଖୋଲିବା ପାଇଁ ମଙ୍ଗଳବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

ସେହିପରି ୨୬ ଏପ୍ରିଲରେ ମଧ୍ୟ ବ୍ୟାଙ୍କ ଗୁ଼ଡିକ ବନ୍ଦ ରହିବ । କାରଣ ଏହା ହେଉଛି ମାସର ଚତୁର୍ଥ ଶନିବାର, ଯେଉଁଥି ପାଇଁ ସାରା ଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଏହି ଦିନ କିଛି ସ୍ଥାନରେ ଗୌରୀ ପୂଜା ପାଇଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବେ ।

Bank Holidays

ପର୍ଶୁରାମ ଜୟନ୍ତୀ ୨୯ ଏପ୍ରିଲରେ, ତେଣୁ ଏହି ଦିନ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବା ନେଇ ସୂଚନା ରହିଛି । କର୍ଣ୍ଣାଟକରେ ୩୦ ଏପ୍ରିଲରେ ବାସବ ଜୟନ୍ତୀ ଏବଂ ଅକ୍ଷୟ ତୃତୀୟା ଅବସରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+