'ଖଡ଼ଗେ ବୟସକୁ ଦୃଷ୍ଟିରେ ରଖି ଆସନରେ ବସି ସ୍ଲୋଗାନ ଦିଅନ୍ତୁ'
ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେବା ସମୟରେ ବିରୋଧୀ ସାଂସଦମାନେ ହୋହାଲ୍ଲା କରି କକ୍ଷତ୍ୟାଗ କରିଥିଲେ । ଏହି ସମୟରେ ଖଡ଼ଗେଙ୍କୁ ଇଙ୍ଗିତ କରି ମୋଦୀ କହିଛନ୍ତି ଯେ ତାଙ୍କ ବୟସକୁ ଦୃଷ୍ଟିରେ ରଖି ଖଡ଼ଗେ ମଧ୍ୟ ତାଙ୍କ ଆସନରୁ ସ୍ଲୋଗାନ ଦେଇପାରିବେ ।

ରାଜ୍ୟସଭାରେ ବିରୋଧୀ ସାଂସଦମାନେ ହଙ୍ଗାମା କରୁଥିବା ସମୟରେ, ମୋଦୀ ସେମାନଙ୍କୁ ଇଙ୍ଗିତ କରି କହିଥିଲେ,"ଖଡ଼ଗେଜୀଙ୍କ ବୟସକୁ ଦେଖି, ମୁଁ ଆପଣଙ୍କୁ ଅନୁରୋଧ କରୁଛି,ତାଙ୍କୁ ବସି ସ୍ଲୋଗାନ ଦେବାକୁ ଦିଅନ୍ତୁ ଯାହା ଦ୍ୱାରା ତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ପଛରେ ଯୁବକମାନେ ଅଛନ୍ତି । ତେଣୁ, ଦୟାକରି ଖଡ଼ଗେଜୀଙ୍କୁ ବସି ମଧ୍ୟ ସ୍ଲୋଗାନ ଦେବାକୁ ଅନୁମତି ଦିଅନ୍ତୁ ।












Click it and Unblock the Notifications