ମୁକ୍ତି ଲାଭ କରିବ କେରଳ ଷ୍ଟୋରି ୨, ଅନୁମତି ଦେଲେ ହାଇକୋର୍ଟ
'ଦି କେରଳ ଷ୍ଟୋରି ୨-ଗୋଜ୍ ବିୟଣ୍ଡ' ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର ୨ ଜଣିଆ ଖଣ୍ଡପୀଠ ଚଳଚ୍ଚିତ୍ର ମୁକ୍ତିଲାଭ ପାଇଁ ଅନୁମତି ଦେଇଛନ୍ତି। ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ସ୍ଥଗିତାଦେଶ ଲଗାଯିବାର କିଛି ଘଣ୍ଟା ମଧ୍ୟରେ ନିର୍ମାତା ବିପୁଲ ଅମୃତଲାଲ ଶାହ ଗୁରୁବାର ବିଳମ୍ବିତ ରାତିରେ ଅପିଲ୍ କରିଥିଲେ। ଜଷ୍ଟିସ୍ ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଏବଂ ପି.ଭି. ବାଲକ୍ରିଷ୍ଣନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବା ପରେ ଶୁକ୍ରବାର ଉପରୋକ୍ତ ରାୟ ଦେଇଛନ୍ତି। ଫଳରେ ଚଳଚ୍ଚିତ୍ର ନିର୍ମାତା ଅମୃତଲାଲ୍ଙ୍କୁ ବଡ଼ ଆଶ୍ୱସ୍ତ ମିିଳିଛି।

More From
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK








Click it and Unblock the Notifications