Get Updates
Get notified of breaking news, exclusive insights, and must-see stories!

ନିଲାମ ହେବ ପୂର୍ବତନ ଜୟଲଳିତାଙ୍କ ବାସଭବନ

ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୋସ୍‌ ଗାର୍ଡେନ ବାସଭବନ 'ବେଦ ନିଳୟମ୍‌'କୁ ନିଲାମ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି। 'ବେଦ ନିଳୟମ' ଉପରେ ଆୟକର, ସମ୍ପତ୍ତି କର ଏବଂ ସୁଧ ବାବଦକୁ ମୋଟ ୧୩.୬୯ କୋଟି ଟଙ୍କା ବକେୟା ରହିଛି। ଏହି ବକେୟା ଟିକସ ଜୟଲଳିତାଙ୍କ କୌଣସି ଉତ୍ତରାଧିକାରୀ ପୈଠ ନକଲେ ଉକ୍ତ ବାସଭବନକୁ ନିଲାମ କରାଯିବ ବୋଲି ଆୟକର ବିଭାଗ ମାଡ୍ରାସ ହାଇକୋର୍ଟଙ୍କୁ ଜଣାଇଛି। ଆୟକର ପକ୍ଷରୁ ଧାର୍ଯ୍ୟ ଟିକସକୁ ବିରୋଧ କରି ଜୟଲଳିତାଙ୍କ ଝିଆରୀ ଜେ ଦୀପା ହାଇକୋର୍ଟରେ ଦାୟର କରିଥିବା ରିଟ୍ ପିଟିସନ ଉପରେ ଶୁଣାଣି ସମୟରେ ଆୟକର ବିଭାଗ ଏହି ଉତ୍ତର ଦେଇଛି।

Jayalalithaa s
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+