ବୁଥ ବାହୁଡ଼ା ମତ କହୁଛି ମହାୟୁତୀ ମେୟର, ଆଉ କିଛି ସମୟ ପରେ ମହାରାଷ୍ଟ୍ରରେ ଆସିବ BMC ଫଳାଫଳ
ମହାରାଷ୍ଟ୍ରର ୨୯ ନଗର ନିଗମରେ ଗୁରୁବାର ଭୋଟ ଶେଷ ହୋଇଛି । ବୃହନ୍ମୁମ୍ବାଇ ନଗର ନିଗମ (ବିଏମ୍ସି) ସମେତ ୨୯ଟି ନଗର ନିଗମରେ ମତଦାନ ହୋଇଛି । ଆଉ କିଛି ସମୟ ପରେ ଫଳାଫଳ ଆସିବା ଆରମ୍ଭ ହେବ । ତେବେ ଭୋଟିଂ ଶେଷ ହେବା ପରେ ଗୁରୁବାର ସନ୍ଧ୍ୟାରେ ବିଏମ୍ସିର ଏକ୍ଜିଟ୍ ପୋଲ୍ ସାମ୍ନାକୁ ଆସିଥିଲା । ଯାହା ବିଜେପି ଏବଂ ସହଯୋଗୀ କ୍ୟାମ୍ପରେ ଖୁସି ଆଣିଛି । ହେଲେ ପ୍ରକୃତ ରେଜଲ୍ଟ ଶୁକ୍ରବାର ସାମ୍ନାକୁ ଆସିବ ।

ଏକଜିଟ୍ ପୋଲରେ ମହାୟୁତି ଆଗରେ
୩ଟି ଏକ୍ଜିଟ୍ ପୋଲ୍ରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ମହାୟୁତିକୁ ବହୁମତ ମିଳିବା ନେଇ ଅନୁମାନ କରାଯାଇଛି । ବିଜେପି ଓ ଏକନାଥ ସିନ୍ଦେଙ୍କ ଶିବସେନାକୁ ୧୩୦ରୁ ୧୫୦ ଆସନ ମିଳିବା ସମ୍ଭାବନା ରହିଛି । ବହୁମତ ପାଇଁ ୧୧୪ ଆସନ ଆବଶ୍ୟକ । ସେହିଭଳି କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟକୁ ୬୦ ଆସନ ମିଳିପାରେ । ଅନ୍ୟମାନଙ୍କ ଖାତାକୁ ୫ରୁ ୭ଟି ଆସନ ଯାଇପାରେ । ତେବେ ଶୁକ୍ରବାର ଭୋଟ ଗଣତି ହୋଇ ଫଳାଫଳ ସାମ୍ନାକୁ ଆସିବ ।
ରାଜ୍ୟ ନିର୍ବାଚନ କମିଶନର ଦିନେଶ ୱାଘମାରେ କହିଛନ୍ତି,ସମସ୍ତ ନଗର ନିଗମରେ ସନ୍ଧ୍ୟା ୫ଟା ୩୦ରେ ଭୋଟିଂ ଶେଷ ହୋଇଛି । ପ୍ରାୟ ୫୦% ମତଦାନ ହୋଇଥିବା ଅନୁମାନ । ମହାରାଷ୍ଟ୍ରରେ ବିଏମ୍ସି ବ୍ୟତୀତ ପୁନେ,ନାଗପୁର,ଥାନେ,ନଭି ମୁମ୍ବାଇ,ନାସିକ,ସୋଲାପୁର,ଲାତୁର,ପିମ୍ପରି-ଚିଞ୍ଚୱାଡ଼ା ଭଳି ୨୯ ନଗର ନିଗମରେ ମତଦାନ ହୋଇଛି ।
-
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
In Ayodhya, Gautam Adani Reaffirms Faith and Seva, Honouring India’s Living Traditions -
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼




Click it and Unblock the Notifications