ଭାରତଠୁ ଅଧିକ ଟାରିଫ୍ ଗଣିବ ପାକିସ୍ତାନ
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ କରିଛନ୍ତି । ଆମେରିକା ଶୁଳ୍କର ସମ୍ମୁଖୀନ ହୋଉଥିବା ଦେଶ ତାଲିକାରେ ଭାରତ ସର୍ବାଧିକ ଶୁଳ୍କ ପ୍ରଦାନକାରୀ ଦେଶ ଥିଲା । ବର୍ତ୍ତମାନ ତାଲିକା ଆଧାରରେ ଭାରତକୁ ଏବେ ପାକିସ୍ତାନ ଏବଂ ବାଂଲାଦେଶ ଭଳି ଅନେକ ଦକ୍ଷିଣ ଏସୀୟ ଦେଶ ତୁଳନାରେ କମ୍ ଶୁଳ୍କ ଦେବାକୁ ପଡିବ । ଜାଣନ୍ତୁ ଭାରତକୁ ଦୁଇ ପଡୋଶୀ ପ୍ରତିଯୋଗୀ ଦେଶ ଉପରେ କେତେ ଟାରିଫ୍ କସିଛନ୍ତି ଡୋନାଲ୍ଡ ଟ୍ରମ୍ପ ?

ସୋମବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବା ପରେ ଟ୍ରମ୍ପ କହିଛନ୍ତି, ଭାରତ ଏବଂ ଆମେରିକା ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିଛନ୍ତି । ଯାହା ଅଧୀନରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ପ୍ରତିଶୋଧମୂଳକ ଶୁଳ୍କକୁ ୨୫ ପ୍ରତିଶତରୁ ୧୮ରୁ ହ୍ରାସ କରିଛି । ପ୍ରଧାନମନ୍ତ୍ରୀ ଧନ୍ୟବାଦ ଦେଇ କହିଛନ୍ତି, ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ଉପରେ ଶୁଳ୍କ ଏବଂ ୧୮ ପ୍ରତିଶତକୁ ହ୍ରାସ କରାଯିବା ଜାଣି ମୁଁ ଖୁସି ।
କେଉଁ ଦେଶ ଉପରେ କେତେ ଟାରିଫ୍ ?
ବ୍ରାଜିଲ-୫୦%, ନାଉର-୪୦%, ସିରିୟା-୪୧%, ନ୍ୟୁଜିଲାଣ୍ଡ-୧୫%, ନାଇଜେରିଆ-୧୫%, କାନାଡା-୩୫%, ଭେନେଜୁଏଲା-୧୫%. ଦ.ଆଫ୍ରିକା-୩୦% . ଭିଏତନାମ-୨୦%, ସାଇପ୍ରସ୍-୧୫%, କ୍ରୋଏସିଆ-୧୫% , ଶ୍ରୀଲଙ୍କା-୨୦%, ମିଆଁମାର-୪୦%, ବାଂଲାଦେଶ-୨୦%, ପାକିସ୍ତାନ-୧୯%, ମାଲେସିଆ-୧୯%, ଫିନଲ୍ୟାଣ୍ଡ-୧୫% ଫ୍ରାନ୍ସ-୧୫%, ଜର୍ମାନୀ-୧୫% , ଫିଲିପାଇନ୍ସ-୧୯% , ଗ୍ରୀସ୍-୧୫% , ହେଙ୍ଗେରୀ-୧୫%
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications