ଅନ୍ତିମ ଟ୍ବେଣ୍ଟି୨୦ ଆଜି : ମୂଳପୋଛରୁ ବର୍ତ୍ତିବା ଲକ୍ଷ୍ୟରେ ଭାରତ
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପଞ୍ଚମ ତଥା ଅନ୍ତିମ ମ୍ୟାଚ ଶନିବାର ସାଉଥହମ୍ପଟନର ରୋଜ୍ବାୱେଲ ଷ୍ଟାଡ଼ିୟମରେ ଖେଳାଯିବ। ଘରୋଇ ଇଂଲଣ୍ଡ ଶୃଙ୍ଖଳାକୁ ୩-୦ରେ ଆଗୁଆ ବିଜୟୀ ହୋଇ ସାରିଥିବାରୁ ଶେଷ ମ୍ୟାଚକୁ ଜିତି ମୂଳପୋଛ ଲକ୍ଷ୍ୟ ରଖିଛି। ଶ୍ରେୟସ ଆୟରଙ୍କ ନେତୃତ୍ବାଧିନ ଭାରତ କ୍ରମାଗତ ଦ୍ବିତୀୟ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ପରାଜିତ ହୋଇଥିବାବେଳେ ଇଂଲଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ।













Click it and Unblock the Notifications