Uttar Pradesh 5th Phase Election : ଅପରାହ୍ନ 5 ଟା ପର୍ଯ୍ୟନ୍ତ 53.98% ମତଦାନ
ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନଶବା ନିର୍ବାଚନର ପଞ୍ଚୟ ପର୍ଯ୍ୟାୟ ମତଦାନ ପାଇଁ ଆସନ୍ତା କାଲି(ରବିବାର) ହେବ ମତଦାନ । ଏହି ପର୍ଯ୍ୟାୟରେ ରାଜ୍ୟର 12 ଜିଲ୍ଲାର ମୋଟ 61 ଆସନ ପାଇଁ ଭୋଟ୍ ଗ୍ରହଣ ହେବ ।

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନର ପଞ୍ଚୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ରାଜ୍ୟର 12 ଜିଲ୍ଲାର ମୋଟ 61 ଆସନ ପାଇଁ ଭୋଟ୍ ଗ୍ରହଣ ହେବ । 64 ଆସନ ପାଇଁ ବିଭିନ୍ନ ଦଳରୁ ମୋଟ 692 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ଲଢେଇ । ଏହି ସମସ୍ତ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 12 ଜିଲ୍ଲାର 2.24 କୋଟି ମତଦାତା । ପଞ୍ଚୟ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ଜିଲ୍ଲା ଗୁଡ଼ିକ ହେଲା- ବାରବାଙ୍କୀ, ରାଏବରେଲି, ପ୍ରତାପଗଡ଼, କୌସମ୍ବି, ପ୍ରୟାଗରାଜ, ଅଯୋଧ୍ୟା, ଶ୍ରାଭସ୍ତୀ, ବାହରୈଚ, ଗୋଣ୍ଡା, ସୁଲତାନପୁର, ଆମେଠି ଏବଂ ଚିତ୍ରକୂଟ୍ ।
ନିର୍ବାଚନ ସମ୍ପର୍କିତ ଅପଡେଟ୍ ପାଇଁ ପଢନ୍ତୁ ୱାନ ଇଣ୍ଡିଆ ଓଡ଼ିଆ...
106 वर्षीय श्रीमती चंपा पत्नी सूर्य लाल निवासिनी तुलसी पुरवा नारायणपुर मांझा के जज्बे को सैल्यूट। अपना वोट डालकर लोकतंत्र की मजबूती हेतु अपना फर्ज निभाया।@CdoGonda @gondapolice @ceoup @ECISVEEP @SpokespersonECI pic.twitter.com/KIXVGFhwHN
— DM Gonda (@dmgonda2) February 27, 2022















Click it and Unblock the Notifications