Assembly Election 2022 Live : ଅପରାହ୍ନ 5 ଟା ପର୍ଯ୍ୟନ୍ତ 57.45 ପ୍ରତିଶତ ମତଦାନ
ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା କାଲି ହେବ ଚତୁର୍ଥ ପର୍ଯ୍ୟାୟ ମତାଦନ । ଏହି ପର୍ଯ୍ୟାୟରେ 9 ଜିଲ୍ଲାର 59 ଆସନଲାଗି ହେବ ଭୋଟ୍ ଗ୍ରହଣ ।

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ସରିଛି ଚତୁର୍ଥ ପର୍ଯ୍ୟାୟ ମତାଦନ । ଏହି ପର୍ଯ୍ୟାୟରେ 9 ଜିଲ୍ଲାର 59 ଆସନଲାଗି ହୋଇଛି ଭୋଟ୍ ଗ୍ରହଣ । 59 ଆସନ ପାଇଁ ମୋଟ ବିଭିନ୍ନ ଦଳର 624 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ କରିଛନ୍ତି ମତଦାତା । ସେମାନଙ୍କ ମଧ୍ୟରେ 91 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପିଲିଭିଟ୍, ଲଖିମପୁର-ଖେରି, ସୀତାପୁର, ହାରଦୋଇ, ଉନ୍ନାଓ, ଲକ୍ଷ୍ନୌ, ରାଇବରେଲି, ବାନ୍ଦା ଓ ଫତେହପୁର ଜିଲ୍ଲାର 59 ଆସନରେ ହୋଇଛି ଭୋଟ୍ ଗ୍ରହଣ । ଉନ୍ନାଓ ଆସନରେ ଦୁଷ୍କର୍ମ ପୀଡ଼ିତାଙ୍କ ମା' ଆଶା ସିଂହ କଂଗ୍ରେସ ପକ୍ଷରୁ ଲଢୁଛନ୍ତି । ସୂଚନା ଯୋଗ୍ୟ, ଆସନ୍ତା ମାର୍ଚ୍ଚ 10 ତାରିଖରେ ପ୍ରକାଶ ପାଇବ ଫଳାଫଳ ।
ମତଦାନ ସମ୍ବନ୍ଧିତ ଖବର ପାଇଁ ଦେଖନ୍ତୁ ୱାନ ଇଣ୍ଡିଆ ଓଡିଆର ଲାଇଭ ଅପଡେଟ :
Voting for the fourth phase of Uttar Pradesh Assembly elections ends, counting on March 10
57.45% voter turnout recorded till 5pm
— ANI UP/Uttarakhand (@ANINewsUP) February 23, 2022
मतदान केंद्रों पर कोविड सुरक्षित चुनाव के लिए सभी प्रोटोकॉल का पूरी तरह से ध्यान रखा जा रहा है। देखिये, उत्तर प्रदेश के जनपद सीतापुर का यह वीडियो, जहाँ मतदाता उचित दूरी बनाये रखते हुये मतदान कर रहे हैं।
आप भी पहुंचिए अपने मतदान केंद्र पर और वोट कीजिये। #CovidSafeElections pic.twitter.com/51g6hm3l90
— Election Commission of India #SVEEP (@ECISVEEP) February 23, 2022
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications