ଆମେରିକା ରାଷ୍ଟ୍ରପତି ନିର୍ବାଚନ 2020 : 238 ସିଟ୍ ଜିତି ଆଗୁଆ ଜୋ ବାଇଡେନ୍
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଏକ ନୂଆ ମୋଡ଼ ନେଉଛି | ଖବର ଲେଖା ସୁଦ୍ଧା ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ 238 ସିଟ୍ ଜିତି ସାରିଲେଣି | ଅପରପକ୍ଷରେ ବର୍ତ୍ତମାନର ରାଷ୍ଟ୍ରପତି ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ 213 ସିଟ୍ ଜିତିଛନ୍ତି |
ଓ୍ୱାସିଙ୍ଗଟନ୍ ଡି.ସି : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ଏକ ନୂଆ ମୋଡ଼ ନେଉଛି | ଆଉ କିଛି ସମୟ ପରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ | ଖବର ଲେଖା ସୁଦ୍ଧା ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ 238 ସିଟ୍ ଜିତି ସାରିଲେଣି | ଅପରପକ୍ଷରେ ବର୍ତ୍ତମାନର ରାଷ୍ଟ୍ରପତି ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ 213 ସିଟ୍ ଜିତିଛନ୍ତି |

ଦେଶର 50ଟି ରାଜ୍ୟରେ ହେଉଥିବା ଏହି ନିର୍ବାଚନରେ ମୋଟ୍ 538 ଇଲେକ୍ଟୋରାଲ୍ ଭୋଟ୍ ରୁ ସରକାର ଗଠନ ଲାଗି 270 ସିଟ୍ ଆବଶ୍ୟକ ରହିଛି |
ସୂଚନାଯୋଗ୍ୟ, ଆମେରିକାର ସାଧାରଣ ଭୋଟରଙ୍କୁ ନେଇ ଇଲେକ୍ଟୋରାଲ୍ କଲେଜ୍ ନିର୍ବାଚିତ ହୋଇଥାଏ | ଏହା ଆଧାରରେ ହିଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି |












Click it and Unblock the Notifications