ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା : ଜୋ ବାଇଡେନ୍ ହେଲେ 46ତମ ରାଷ୍ଟ୍ରପତି
ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ସେ 284 ଇଲେକ୍ଟୋରାଲ ଭୋଟ ପାଇ ବିଜୟ ଲାଭ କରିଛନ୍ତି |
ଓ୍ୱାସିଙ୍ଗଟନ୍ (ଡିସି): ଆମେରିକା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି | ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି | ସେ 284 ଇଲେକ୍ଟୋରାଲ ଭୋଟ ପାଇ ବିଜୟ ଲାଭ କରିଛନ୍ତି |

ରାଷ୍ଟ୍ରପତି ଆସନରେ ବସିବାକୁ ଅତିକମରେ 270 ଇଲେକ୍ଟୋରାଲ ଭୋଟ ହାସଲ କରିବାକୁ ଥିଲା |
ବାଇଡେନ ପୂର୍ବରୁ ବାରାକ୍ ଓବାମାଙ୍କ ସରକାର ସମୟରେ ଉପରାଷ୍ଟ୍ରପତି ଥିଲେ |












Click it and Unblock the Notifications