ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେଡ଼ି ନେତା ନିଲମ୍ବିତ
ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ଦଳ ସଭାପତି ନିଲମ୍ବିତ କରିଛନ୍ତି ।

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳର କାର୍ଯ୍ୟାନୁଷ୍ଠାନ । ଦଳରୁ ନିଲମ୍ବିତ ହେଲେ ଦୁଇ ବିଜେଡି ନେତା । ସୁନ୍ଦରଗଡ ଜିଲ୍ଲାର ବିଜେଡି ନେତା ଅମରେଶ ପଣ୍ଡା ଓ ବିନୟ ପଣ୍ଡାଙ୍କୁ ଦଳ ସଭାପତି ନିଲମ୍ବିତ କରିଛନ୍ତି । ଏ ନେଇ ଏକ ବିଜ୍ଞପ୍ତି ଜରିଆରେ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।













Click it and Unblock the Notifications